High Security for INDIA Bloc Mega Rally: ଇଣ୍ଡି ମେଣ୍ଟର ମହାରାଲି: ୪ ହଜାର ପୋଲିସ ମୁତୟନ, ନଜର ରଖିବ ଡ୍ରୋନ୍‌

Nov 01, 2026 - 11:29
High Security for INDIA Bloc Mega Rally: ଇଣ୍ଡି ମେଣ୍ଟର ମହାରାଲି: ୪ ହଜାର ପୋଲିସ ମୁତୟନ, ନଜର ରଖିବ ଡ୍ରୋନ୍‌

ଆଜି ଇଣ୍ଡି ମେଣ୍ଟର ମହାରାଲି।

ସିଇସି ଜ୍ଞାନେଶ କୁମାରଙ୍କୁ ହଟାଇବା ଏବଂ ଏସଆଇଆର ବିରୋଧରେ ଇଣ୍ଡି ମେଣ୍ଟର ବିଶାଳ ରାଲି।

ଏହି ରାଲି କନଟ୍ ପ୍ଲେସ୍ ରୁ ଆରମ୍ଭ ହେବ, ମିଣ୍ଟୋ ରୋଡ୍ ଜଙ୍କସନ୍ ଦେଇ ଆଗକୁ ବଢ଼ିବ ଏବଂ ଆଜମେରି ଗେଟ୍ ଦେଇ ରାମଲୀଳା ମୈଦାନରେ ପହଞ୍ଚିବ।

ସମାବେଶରେ ଦେଶରୁ ଲକ୍ଷାଧିକ କର୍ମୀ ସାମିଲ ହେବା ସମ୍ଭାବନା ରହିଛି।

Advertisment ସମାବେଶ ଲାଗି ସାରା ଦେଶରୁ ଆସିବାରେ ଲାଗିଛନ୍ତି ହଜାର ହଜାର କର୍ମୀ।

ଏହି ମହାରାଲି ଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା।

ବିଭିନ୍ନ ସ୍ଥାନରେ ବ୍ୟାରିକେଡ ଲଗାଯାଇଛି।

୪ ହଜାରରୁ ଅଧିକ ପୋଲିସ କର୍ମଚାରୀ ସହ ସ୍ଥିତି ଉପରେ ନଜର ରଖିବ ୨ଶହ ସିସିଟିଭି କ୍ୟାମେରା ଓ ଡ୍ରୋନ ନିୟୋଜିତ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।