Floodwaters Recede, But Misery Continues: ବନ୍ୟା ପରେ ବଢିଲା ଦୁର୍ଦ୍ଦଶା, ସବୁକିଛି ହରାଇ ଅସହାୟ ଗ୍ରାମବାସୀ

Nov 01, 2026 - 09:48
Floodwaters Recede, But Misery Continues: ବନ୍ୟା ପରେ ବଢିଲା ଦୁର୍ଦ୍ଦଶା, ସବୁକିଛି ହରାଇ ଅସହାୟ ଗ୍ରାମବାସୀ

ବନ୍ୟା ଛାଡ଼ିଲା, ହେଲେ ଦୁର୍ଦ୍ଦଶା ଛାଡ଼ିନି।

ଗଞ୍ଜାମ ଧରାକୋଟ ବ୍ଲକର ୧୮ଟି ପଞ୍ଚାୟତରେ ବନ୍ୟା ତାଣ୍ଡବ ରଚିବା ପରେ ଏବେ ଚିନ୍ତାରେ ଲୋକେ।

ତେବେ ଧରାକୋଟ ଜଗମୋହନ ପଞ୍ଚାୟତର ନନ୍ଦିଗୋର ଗାଁରେ ମଧ୍ୟ ବଢିଛି ଲୋକଙ୍କ ଦୁର୍ଦ୍ଦଶା।

Advertisment ବନ୍ୟା ବେଳେ ଗାଁ ପାଲଟିଥିଲା ନଦୀ।

ଆଉ ଏବେ ପାଣି ଛାଡ଼ିବା ପରେ ଚାରିଆଡ଼େ କାଦୁଅ ଆଉ ଆବର୍ଜନାର ଆସ୍ତରଣ।

ଗାଁର ଯୁବକମାନେ ନିଜେ ସଫା କରୁଛନ୍ତି ରାସ୍ତାଘାଟ।

ଭାଙ୍ଗିଯାଇଛି ସ୍କୁଲ ଘର।

ସବୁକିଛି ହରାଇ ଅସହାୟ ଗ୍ରାମବାସୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।