Kandhamal Landslide Rescue Operation Intensifies: ଆଜି ନିଖୋଜଙ୍କୁ ଖୋଜିବ ହେଲିକପ୍ଟର, ଭିକ୍ଟିମ୍ ଲୋକେସନ୍ କ୍ୟାମେରା ଦ୍ୱାରା ଖୋଜାଯିବ

Nov 01, 2026 - 09:48
Kandhamal Landslide Rescue Operation Intensifies: ଆଜି ନିଖୋଜଙ୍କୁ ଖୋଜିବ ହେଲିକପ୍ଟର, ଭିକ୍ଟିମ୍ ଲୋକେସନ୍ କ୍ୟାମେରା ଦ୍ୱାରା ଖୋଜାଯିବ

କନ୍ଧମାଳ ସୀମାନ୍ତବର୍ତ୍ତୀ ବାଇବାଲି ପଞ୍ଚାୟତ ଗିଡ଼ିପାବଲିଠାରେ ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି।

ଉଦ୍ଧାର ପାଇଁ ଆଜି ଭୂସ୍ଖଳନ ସ୍ଥଳକୁ ଯିବ ନୌସେନାର ହେଲିକପ୍ଟର।

ଏଥିସହ ଲାଇଫ୍ ଡିଟେକ୍ସନ୍ ୟୁନିଟ୍, ଭାଇବ୍ରେସନ୍ ଡିଟେକ୍ସନ୍ ୟୁନିଟ୍ ଏବଂ ଭିକ୍ଟିମ୍ ଲୋକେସନ୍ କ୍ୟାମେରା ନିଖୋଜଙ୍କୁ ଖୋଜିବା କର୍ଯ୍ୟରେ ନିୟୋଜିତ କରାଯିବ।

Advertisment ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବାରୁ ଉଦ୍ଧାର କାର୍ଯ୍ୟ ପରିଚାଳନାରେ ବିଭିନ୍ନ ଆହ୍ୱାନ ସୃଷ୍ଟି ହେଉଛି।

ଉଦ୍ଧାର ଅଭିଯାନରେ ଏନଡିଆରଏଫ୍ , ଓଡ୍ରାଫ୍ ଏବଂ ଓଡ଼ିଶା ଅଗ୍ନିଶମ ସେବା ବିଭାଗର ଟିମ୍ ସହିତ ଭାରତୀୟ ରେଳବାଇର ଉଦ୍ଧାରକାରୀ ଦଳ ମଧ୍ୟ ସାମିଲ ହୋଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।