Fly Ash Transport Dispute Turns Deadly: ଫ୍ଲାଏ ଆଶ୍ ପରିବହନ ବିବାଦରୁ ରକ୍ତପାତ, ଗୁଳିମାଡ଼ରେ ଗଲା ଜୀବନ

Nov 06, 2026 - 16:31
Fly Ash Transport Dispute Turns Deadly: ଫ୍ଲାଏ ଆଶ୍ ପରିବହନ ବିବାଦରୁ ରକ୍ତପାତ, ଗୁଳିମାଡ଼ରେ ଗଲା ଜୀବନ

ସୁନ୍ଦରଗଡ ଦର୍ଲିପାଲିରେ ଯୁବକଙ୍କୁ ଗୁଳିମାଡ ଘଟଣା ।

ସମସ୍ତ ଅଭିଯୁକ୍ତଙ୍କୁ ଧରିବା ଦାବିରେ ଗ୍ରାମବାସୀ ଧାରଣା ଦେଇଛନ୍ତି ।

ଉତ୍ତେଜିତ ଗ୍ରାମବାସୀ ୟୁଏଫଟିଓଏ ଅଫିସ ଜଳାପୋଡା କରିଛନ୍ତି ।

ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି ।

ଅନ୍ୟପଟେ ଗୁଳିକାଣ୍ଡ ଘଟଣାରେ ପୋଲିସ ୭ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ଫ୍ଲାଏ ଆଶ୍ ପରିବହନ ବିବାଦକୁ କେନ୍ଦ୍ର କରି ଦର୍ଲିପାଲିରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ ଘଟିଥିଲା।

ଏହି ସଂଘର୍ଷ ବେଳେ ଗୁଳିମାଡ଼ରେ ସିଲୁ ନେଟି ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ଘଟଣା ପରେ ଅଞ୍ଚଳରେ ଲାଗିରହିଛି ତୀବ୍ର ଉତ୍ତେଜନା।

Advertisment ଦର୍ଲିପାଲିରେ ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟଣା ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନା ଉତ୍ତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା, କାରରେ ନିଆଁ ଲଗାଇଲେ ଗୁଳିକାଣ୍ଡ ଘଟଣାରେ ୭ ଜଣଙ୍କୁ ଅଟକ ରଖି ପଚରାଉଚରା ଫ୍ଲାଏ ଆଶ୍ ପରିବହନ ବିବାଦକୁ ନେଇ ଘଟିଛି ଗୁଳିକାଣ୍ଡ ୨ ସଂଗଠନ ମଧ୍ୟରେ ସଂଘର୍ଷ, ସିଲୁ ନେଟିଙ୍କ ମୃତ୍ୟୁ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ଦାବିରେ ଗ୍ରାମବାସୀଙ୍କ ଧାରଣା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।