Forest Guard Found Dead at Range Office Quarters in Balangir
#ଅଫିସ_କ୍ୱାର୍ଟର୍ସରେ_ଫରେଷ୍ଟରଙ୍କ_ଝୁଲନ୍ତା_ମୃତଦେହ
ରେଞ୍ଜ ଅଫିସ କ୍ୱାର୍ଟର୍ସରେ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ। ମୃତ ଫରେଷ୍ଟର ହେଉଛନ୍ତି ବ୍ୟାସଦେବ ସାହୁ। ସେ ବଲାଙ୍ଗିର ଠିକାଦାରପଡା ରେଞ୍ଜରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିଲେ। ସନ୍ଧ୍ୟାରେ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ୱାର୍ଟରର ରେଲିଂରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଥିବା କର୍ମଚାରୀମାନେ ଦେଖିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବ୍ୟାସଦେବଙ୍କ ମୃତ୍ୟୁ ପଛର କାରଣ କଣ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ସେ ନିଜେ ଜୀବନ ହାରିଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି କାରଣ ଅଛି ତାକୁନେଇ ରହସ୍ୟ ଲାଗିରହିଛି। ଉପରିସ୍ଥ ଅଧିକାରୀଙ୍କ ଚାପ ଯୋଗୁ ବ୍ୟାସଦେବ ଜୀବନ ହାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆଣିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି ।
#Balangir#Forester#ForestDepartment#RangeOffice#PoliceInvestigation#OdishaCrime#DeathInvestigation#BalangirNews#OdishaNews#OdishaTV#OTV
Forest staffer Byasadev Sahu, who was working as a Forester at the Tikadarpara Range in Balangir, was found dead at the staff quarters behind the range office. Employees spotted his body in the evening, following which police reached the spot and began an investigation. The exact circumstances surrounding his death are yet to be established. His family has alleged that pressure from senior officials may have been involved and has demanded a probe to establish the actual cause of death.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।