Gajalaxmi Puja In Angul: ଗଜଲକ୍ଷ୍ମୀଙ୍କ ଆଗମନରେ ଉତ୍ସବମୁଖର ଅନୁଗୋଳ; ଚକ୍ଷୁଦାନ ପରେ ଆରମ୍ଭ ହୋଇଛି ମାଆଙ୍କ ପୂଜାର୍ଚ୍ଚନା

Oct 26, 2026 - 16:10
Gajalaxmi Puja In Angul: ଗଜଲକ୍ଷ୍ମୀଙ୍କ ଆଗମନରେ ଉତ୍ସବମୁଖର ଅନୁଗୋଳ; ଚକ୍ଷୁଦାନ ପରେ ଆରମ୍ଭ ହୋଇଛି ମାଆଙ୍କ ପୂଜାର୍ଚ୍ଚନା

ଗଜଲକ୍ଷ୍ମୀଙ୍କ ଆଗମନରେ ଉତ୍ସବମୁଖର ଅନୁଗୋଳ।

ମାଙ୍କ ଚକ୍ଷୁ ଦାନ ପରେ ଜୀବନ୍ତ ହୋଇଉଠିଛି ଦିବ୍ୟ ରୂପ।

ଚକ୍ଷୁଦାନ ପରେ ମା ଗଜଲକ୍ଷ୍ମୀଙ୍କୁ ଆରାଧନା କରି ଆରମ୍ଭ ହୋଇଛି ପୂଜାର୍ଚ୍ଚନା।

ଶଙ୍ଖଧ୍ୱନି, ଘଣ୍ଟଘଣ୍ଟାର ନାଦ ଆଉ ମନ୍ତ୍ରୋଚ୍ଚାରଣରେ ପ୍ରକମ୍ପିତ ପୂଜାମଣ୍ଡପ।

Advertisment ରଙ୍ଗିନ ଆଲୋକର ଝାଲୁସୁଛି ଅନୁଗୋଳ ସହର।

ମାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମନରେ ଉତ୍କଣ୍ଠା।

ଆଉ ମାଙ୍କ ଆଶୀର୍ବାଦ ଲାଭ କରିବାକୁ ସଭିଙ୍କ ମନରେ ଅସୁମାରୀ ଆଶା।

ଧନ, ଐଶ୍ୱର୍ଯ୍ୟ ଓ ସମୃଦ୍ଧିର ଦେବୀ ମା ଗଜଲକ୍ଷ୍ମୀଙ୍କ ଆରାଧନାରେ ମୁଖରିତ ଅନୁଗୋଳ।

ଗଜଲକ୍ଷ୍ମୀଙ୍କ ଆଗମନରେ ଉତ୍ସବମୁଖର ଅନୁଗୋଳ ଚକ୍ଷୁଦାନ ପରେ ଆରମ୍ଭ ହୋଇଛି ମାଆଙ୍କ ପୂଜାର୍ଚ୍ଚନା ଶଙ୍ଖଧ୍ୱନି, ଘଣ୍ଟଘଣ୍ଟାର, ମନ୍ତ୍ରପାଠରେ ପ୍ରକମ୍ପିତ ପୂଜାମଣ୍ଡପ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।