Gajapati Flash Flood: ହଠାତ୍ ପାହାଡ଼ରୁ ମାଡ଼ି ଆସିଲା ପାଣି! ଆଖି ପିଛୁଳାକେ ବଦଳିଗଲା ଦୃଶ୍ୟ
ଗଜପତିରେ ପାହାଡ଼ି ବନ୍ୟାର ଭୟଙ୍କର ରୂପ ।
ଭୁସ୍ ଭୁସ୍ ହୋଇ ପାହାଡ଼ ଉପରୁ ମାଡ଼ି ଆସିଲା ପାଣି !
ଆଖି ପିଛୁଳାକେ ବଦଳିଗଲା ଦୃଶ୍ୟ।
ମନ୍ଦିର ଚାରିପଟେ ବନ୍ୟାଜଳର ଭୟଙ୍କର ସ୍ରୋତ ।
ଶିବମନ୍ଦିରର ଉଚ୍ଚତା ପର୍ଯ୍ୟନ୍ତ ପହଞ୍ଚିଲା ପାଣି ।
Advertisment ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଜପତି ଜିଲ୍ଲାରେ ବର୍ଷାର ତାଣ୍ଡବ।
ଆର୍ .
ଉଦୟଗିରି ବ୍ଲକର ରଣ୍ଡିବା ଗାଁ ନିକଟସ୍ଥ ଶିବମନ୍ଦିର ଚାରିପଟେ ପ୍ରବାହିତ ହେଉଛି ବନ୍ୟାଜଳ।
ପାହାଡ଼ ଉପରୁ ପ୍ରଖର ବେଗରେ ମାଡ଼ି ଆସୁଥିବା ପାଣି ମନ୍ଦିରର ଉଚ୍ଚତା ପର୍ଯ୍ୟନ୍ତ ପହଞ୍ଚିଥିବା ଦେଖିବାକୁ ମିଳିଛି।
ପ୍ରକୃତିର ଏହି ଭୟଙ୍କର ରୂପ ଯେମିତି ଛାତି ଥରାଇ ଦେଉଛି।
ପାହାଡ଼ ଉପରୁ ହଠାତ୍ ମାଡ଼ି ଆସୁଥିବା ବନ୍ୟାଜଳ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।