Gas Cylinder Explodes: ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା କଣ୍ଟେନର

Sep 17, 2026 - 15:20
Gas Cylinder Explodes: ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା କଣ୍ଟେନର

"କୁଳିଅଣା: ଆଜି ଅପରାହ୍ନ ପ୍ରାୟ ଗୋଟେ ବେଳେ ୧୮ ନଂ ଜାତୀୟ ରାଜପଥ କୁଳିଅଣା ଉପକଣ୍ଠ ଶୁଖୁଆପୋଡ଼ା ଟୋଲ ଗେଟ ନିକଟରେ  କଣ୍ଟେନର କ୍ୟାବିନ ଭିତରେ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ଗାଡ଼ିରେ ନିଆଁ ଲାଗି ଯାଇଥିଲା l Advertisment କପଡା ନେଇ ଯାଉଥିବା ବେଳେ ଅଗ୍ନିକାଣ୍ଡ ବାଙ୍ଗିରିପୋଷି ଓ ଚାନ୍ଦୁଆ ଅଗ୍ନିସେବା କେନ୍ଦ୍ରରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ l ସୂଚନା ଅନୁଯାୟୀ ଟିଏନ ୮୮ ଏଚ ୮୫୦୩ ନମ୍ବର କଣ୍ଟେନର ତାମିଲନାଡୁରୁ ଗୁଜୁରାଟ ଅଭିମୁଖେ କପଡା ନେଇ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା l ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାନ୍ତି l ନ୍ୟୁରୋଲୋଜି ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ଡାକ୍ତର କହିଥିଲେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।