Golden Double For India: କବାଡ଼ିରେ ଭାରତର ଦବଦବା, ପୁରୁଷ ଦଳ ଜିତିଲା ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ
Sep 26, 2026 - 16:22
Golden Double For India: କବାଡ଼ିରେ ଭାରତର ଦବଦବା, ପୁରୁଷ ଦଳ ଜିତିଲା ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ
ଏସିଆନ୍ ଗେମ୍ସରେ କବାଡ଼ିରେ ଭାରତର ବଡ଼ ସଫଳତା। ମହିଳା ଦଳ ପରେ ଏବେ ପୁରୁଷ ଦଳ ମଧ୍ୟ ଇରାନକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି। ଫାଇନାଲରେ ଇରାନକୁ ୪୦-୩୪ ପଏଣ୍ଟରେ ହରାଇଛି ଭାରତୀୟ ପୁରୁଷ କବାଡ଼ି ଦଳ।
Manoj Kumar Rout
26 Sep 2026 16:20 IST
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।