Green Brigade Celebrates Diwali at Old Age Home: ଜରାଶ୍ରମରେ ଦୀପାବଳି ପାଳନ, ବାଣ ନୁହେଁ ହସ ଫୁଟାଇବା ଲକ୍ଷ୍ୟ

Nov 08, 2026 - 14:47
Green Brigade Celebrates Diwali at Old Age Home: ଜରାଶ୍ରମରେ ଦୀପାବଳି ପାଳନ, ବାଣ ନୁହେଁ ହସ ଫୁଟାଇବା ଲକ୍ଷ୍ୟ

ଜରାଶ୍ରମରେ ଦୀପାବଳି ପାଳିଲେ ସବୁଜ ବାହିନୀ।

ବାଣ ନୁହେଁ ହସ ଫୁଟାଇବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏଭଳି ନିଆରା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

Advertisment ବ୍ରହ୍ମପୁର ଉପକଣ୍ଠ ଆମ୍ବଗଡ ନିକଟରେ ଥିବା ଜରାଶ୍ରମରେ ଦୀପାବଳି ପାଳନ କରୁଛନ୍ତି ସବୁଜ ବାହିନୀ।

ଏହି ଅବସରରେ ଜରାଶ୍ରମର ଅନ୍ତେବାସୀଙ୍କୁ ରାସନ ସାମଗ୍ରୀ, ଲୁଗା ସହ ଖାଦ୍ୟ ବଣ୍ଟନ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।