Health Minister Mukesh Mahaling Praises OTV’s Flood Relief Initiative for Women
#OTVର_ପଦକ୍ଷେପକୁ_ସ୍ୱାସ୍ଥ୍ୟମନ୍ତ୍ରୀଙ୍କ_ପ୍ରଶଂସା
ବନ୍ୟା ସମୟରେ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସାନିଟାରୀ ହାଇଜିନ୍ ପ୍ରତି OTVର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପ୍ରଶଂସା । ବନ୍ୟା ସମୟରେ ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ସହ ସାନିଟାରୀ ନାପକିନର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇଥାଏ । ଏଭଳି ସମୟରେ OTV ପକ୍ଷରୁ ମହିଳାମାନଙ୍କ ସ୍ୱାସ୍ଥ୍ୟସେବା ଓ ସାନିଟାରୀ ନାପକିନ୍ ବଣ୍ଟନ ଭଳି ମାନବିକ ପଦକ୍ଷେପ ନିଆଯାଉଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ OTVକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଖବର ପରିବେଷଣ କରିବା ସହିତ ସ୍ୱାସ୍ଥ୍ୟ ଓ ସାମାଜିକ ଦାୟିତ୍ୱକୁ ମଧ୍ୟ OTV ଗୁରୁତ୍ୱ ଦେଉଛି। ବନ୍ୟା ସମୟରେ ମହିଳାମାନଙ୍କ ସାନିଟାରୀ ହାଇଜିନ୍ ଏକ ବଡ଼ ସମସ୍ୟା ହୋଇଥାଏ। ଏଭଳି ଏକ ଜରୁରୀ ସମୟରେ OTV ଏହି କାର୍ଯ୍ୟକୁ ସୁରୁଖୁରୁରେ ଆଗେଇ ନେଉଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି।
#OTVInitiative#MukeshMahaling#WomensHealth#MenstrualHygiene#FloodRelief#SanitaryNapkins#HealthAwareness#SocialResponsibility#OdishaNews#OdishaTV#OTV
Odisha Health Minister Mukesh Mahaling has praised OTV’s initiative to support women’s health and menstrual hygiene during floods. He highlighted the importance of healthcare services and sanitary napkins for women during flood situations, when access to basic hygiene facilities can become difficult. Appreciating OTV’s humanitarian efforts, the Health Minister said that along with reporting news, OTV is also giving importance to health and social responsibility. He thanked OTV for taking forward the initiative of providing healthcare support and distributing sanitary napkins to women during an emergency situation.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।