Holidays During Diwali!: ଦୀପାବଳିରେ ୫ ଦିନ ଅଫିସ ଛୁଟି!

Nov 08, 2026 - 16:32
Holidays During Diwali!: ଦୀପାବଳିରେ ୫ ଦିନ ଅଫିସ ଛୁଟି!

ପର୍ବପର୍ବାଣୀ ଆସିଲେ ମନ ଖୋଜେ ଛୁଟି ।

ପରିବାର ସହ ଖୁସିରେ ପର୍ବପର୍ବାଣୀ ପାଳିବାକୁ ସମସ୍ତଙ୍କ ଇଚ୍ଛା ।

କିନ୍ତୁ ଅଫିସ କାମ ଓ ବ୍ୟସ୍ତତା ଭିତରେ ଅନେକଙ୍କ ପାଇଁ ଏହା ସମ୍ଭବ ହୋଇପାରେ ନାହିଁ ।

ଇଚ୍ଛା ଥିଲେ ବି ପର୍ବପର୍ବାଣୀରେ ଅଫିସ ଯାଇ କାମ କରିବାକୁ ପଡ଼ିଥାଏ ।

ହେଲେ ନିକଟରେ ଗୋଟିଏ କମ୍ପାନୀ ନିଜ କର୍ମଚାରୀଙ୍କ ଖୁସି ଓ ସୁବିଧାକୁ ଗୁରୁତ୍ୱ ଦେଇ ଏମିତି ଏକ ଛୁଟି ପ୍ଲାନ ଘୋଷଣା କରିଛି ଯାହା ଶୁଣିଲେ ଆପଣ ବି କମ୍ପାନୀର ପ୍ରଶଂସା ନକରି ରହିପାରିବେ ନାହିଁ ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।