Horoscope 2026 August 29: ଜାଣନ୍ତୁ ଆଜିର ରାଶିଫଳ...

Aug 29, 2026 - 00:08
Horoscope 2026 August 29: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: ଶିକ୍ଷାକ୍ଷେତ୍ରରେ ଆପଣଙ୍କର କୌଣସି ମନୋକାମନା ପୂରଣ ହେବ।

ବ୍ୟବସାୟରେ ଆଶାଜନକ ପରିଣାମ ପାଇବେ।

ପ୍ରତିଯୋଗୀ ପରୀକ୍ଷାରେ ଫର୍ମ ଭରିବା ପାଇଁ ମନ ହେବ। ‌Advertisment ବୃଷ: ବ୍ୟବସାୟ ପାଇଁ ପ୍ରସ୍ତୁତ କରିଥିବା ଯୋଜନା ଫଳପ୍ରଦ ସାବ୍ୟସ୍ତ ହେବ।

ଆପଣଙ୍କ ଭିତରେ କଳାତ୍ମକ ଜିନିଷ ପ୍ରତି ଉତ୍ସାହ ରହିବ।

କୌଣସି ବି କଥାରେ ତୁରନ୍ତ ପ୍ରତିକ୍ରିୟା ଦିଅନ୍ତୁ ନାହିଁ। ‌ ‌ ମିଥୁନ: ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଚାକିରି ମିଳିବା ଯୋଗ ଅଛି।

ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ରହିବ।

ପ୍ରିୟଜନଙ୍କ ସହ ସମ୍ବନ୍ଧରେ ନୂତନତ୍ବ ଆସିବ।

ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ‌ ‌ କର୍କଟ: ଆପଣଙ୍କୁ ଭଲ ଉଦ୍ୟୋଗରେ ଚାକିରି ପାଇଁ ପ୍ରସ୍ତାବ ମିଳିବ।

ଜୀବନସାଥୀ ସହିତ ଭଲ ସମୟ ବିତାଇବେ।

ଛୋଟ ଛୋଟ କଥାରେ ରାଗନ୍ତୁ ନାହିଁ।

ଆପଣଙ୍କ କାମ କରିବା ନିୟମରେ ପରିବର୍ତ୍ତନ ଆଣିବେ। ‌ ସିଂହ: ଆପଣଙ୍କର ଦିନଟି ଶୁଭ ରହିବ।

ଅଧ୍ୟୟନ ଓ ଅଧ୍ୟାପନ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ।

ପ୍ରଶାସନିକ ସେବା ପାଇଁ ପ୍ରୟାସ କରୁଥବା ବ୍ୟକ୍ତି ବିଶେଷଙ୍କୁ ନୂଆ ଅବସର ପ୍ରାପ୍ତ ହେବ। ‌‌ କନ୍ୟା: ଚାକିରିରେ ଉନ୍ନତି ଓ ଆୟ ବୃଦ୍ଧି ହେବ।

ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ବୈବାହିକ ଜୀବନରେ ଭଲ ତାଳମେଳ ରହିବ।

ଆନନ୍ଦପୂର୍ବକ ଦିନଟି ଅତିବାହିତ କରିବେ।

ଛାତ୍ର ପାଠପଢ଼ାରେ ଧ୍ୟାନ ଦିଅନ୍ତୁ। ‌ ଆହୁରି ପଢ଼ନ୍ତୁ- Snatching Gang Strikes ଜୟପୁର ସହରରେ ମାତିଛନ୍ତି ଛିନତାଇ ଗ୍ୟାଙ୍ଗ୍‌, ନିଦରେ ପୁଲିସ ତୁଳା: ଆପଣଙ୍କ ମନ ପ୍ରସନ୍ନ ରହିବ।

ଅଫିସ କାମ ସଂପୂର୍ଣ୍ଣ କରିବାରେ ସଫଳତା ପାଇବେ।

ଆପଣଙ୍କୁ ଉନ୍ନତି ପାଇଁ ମଉକା ମିଳିବ।

ପଇସା ଦିଆନିଆରେ ଟିକେ ସତର୍କ ରହନ୍ତୁ।

ବେପାରରେ ଲାଭ ହେବ।  ‌ବିଛା: ଆପଣ କିଛି ଅନୁଭବୀ ଲୋକଙ୍କ ସହ ମିଶିବେ।

ବେପାରରେ ଉନ୍ନତି ହେବ।

ଆର୍ଥିକ ସ୍ଥିତିରେ ଅନୁକୂଳ ପରିଣାମ ପାଇବେ।

ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।

ଧନୁ: ଦିନଟି ଆପଣଙ୍କ ପାଇଁ ସକାରାତ୍ମକ ରହିବ।

ଅଫିସରେ ସହକର୍ମୀଙ୍କ ସହିତ ଭଲ ତାଳମେଳ ରହିବ।

କର୍ତ୍ତୃପକ୍ଷ ଆପଣଙ୍କ ଦେଖି ଖୁସି ହେବେ।

ଆପଣଙ୍କର ଦରମା ବୃଦ୍ଧି ହୋଇପାରେ।

ମକର: ପୁରୁଣା ଜମିବାଡ଼ିରେ ଆପଣଙ୍କୁ ଭଲ ଲାଭ ମିଳିବ।

ଆପଣଙ୍କୁ କୌଣସି ବଡ଼ ସଫଳତା ହାସଲ ହେବ।

ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ରହିବ।

ଛାତ୍ରୀଛାତ୍ରୀ କିଛି ନୂଆ ଶିଖିବେ।

କୁମ୍ଭ: ଦିନଟି ଆପଣଙ୍କର ଆନନ୍ଦ ଓ ଉତ୍ସାହରେ ପରିପୂର୍ଣ୍ଣ ରହିବ।

ବନ୍ଧୁର ସହଯୋଗ ପାଇବେ।

ଆଶାଠାରୁ ଅଧିକ ଲାଭର ସମ୍ଭାବନା ବଢ଼ିବ।

ସକାରାତ୍ମକ ମାନସିକତା ଆପଣଙ୍କୁ ଚାକିରିରେ ଉନ୍ନତି ଆଣିଦେବେ।

ମୀନ: କାର୍ଯ୍ୟରେ ଜୀବନସାଥୀର ସହଯୋଗ ପାଇବେ।

କୌଣସି ବ୍ୟବସାୟ ସମ୍ମିଳନୀରେ ଯୋଗ ଦେବାକୁ ଯିବେ।

ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।