Horoscope 2026 October 08: ଜାଣନ୍ତୁ ଆଜିର ରାଶିଫଳ...

Oct 08, 2026 - 00:02
Horoscope 2026 October 08: ଜାଣନ୍ତୁ ଆଜିର ରାଶିଫଳ...

"‌ମେ‌ଷ: କୌଣସି କାରଣକୁ ନେଇ ଅଶାନ୍ତିରେ ଥିଲେ ପିଲାଙ୍କ ସହିତ କିଛି ସମୟ ବିତାନ୍ତୁ ଆପଣଙ୍କ ମନ ଠିକ୍ ହୋଇଯିବ।

ଘର ଓ ଦୋକାନ କିଣିବା ଲାଗି ଦିନଟି ଶୁଭ।

ବେପାରରେ ଲାଭ ହେବ।Advertisment ବୃଷ: ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ନିର୍ବାହ କରିବେ।

ପାରିବାରିକ ସମ୍ବନ୍ଧରେ ମଜଭୁତ ଆସିବ।

କାରବାରରେ ବିକ୍ରୀ ବଢ଼ିବ, ଭଲ ଆୟ ହେବ।

ପ୍ରେମିକ ପ୍ରେମିକା ନିଜର ଭୁଲ୍‌ ବୁଝି ସମ୍ବନ୍ଧକୁ ମଉକା ଦେବେ।

ମିଥୁନ: ପରିବାରର ସମସ୍ତଙ୍କୁ ଖୁସି ରଖିବା ଚେଷ୍ଟାରେ ଲାଗି ରହିବେ।

ବନ୍ଧୁ ସହିତ ସମ୍ବନ୍ଧ ଭଲ ରହିବ।

ଆପଣଙ୍କ ଭିତରେ ତ୍ୟାଗ ଓ ସହଯୋଗର ଭାବନା ରହିବ।

ଜୀବନରେ ନକାରାତ୍ମକତା ଦୂର ହେବ।

କର୍କଟ: ଦୀର୍ଘ ଦିନରୁ ଲାଗି ରହିଥିବା ଅଶାନ୍ତିର ସମାଧାନ ବାହାର କରିନେବେ।

ଲୋକଙ୍କର ବିଚାର ଓ ଆପଣଙ୍କ ସଂପର୍କରେ କହିଥିବା କଥାକୁ ନେଇ ମନେ ମନେ ଅଶାନ୍ତ ହୋଇପାରନ୍ତି।

ସିଂହ: ଆପଣଙ୍କ ବାଣୀରେ କଠୋରତା ଆସିପାରେ।

ଆୟର ନୂଆ ଉତ୍ସ ପାଇବେ।

ଅନ୍ୟମାନଙ୍କ ପ୍ରତି ସେହ୍ନ ଓ ଭକ୍ତିଭାବ ମନୋବୃତ୍ତି ବଜାୟ ରଖନ୍ତୁ।

ବଡ଼ଙ୍କ ଠାରୁ ପରାମର୍ଶ ପାଇବେ।

ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

କନ୍ୟା: କୌଣସି ମହତ୍ବପୂର୍ଣ୍ଣ ଚର୍ଚ୍ଚାରେ ସାମିଲ ହେବାର ମଉକା ପାଇବେ।

ଆପଣଙ୍କ ସହଭାଗୀତା ବହୁତ ଭଲ ରହିବ।

ଦାମ୍ପତ୍ୟ ଜୀବନରେ ସନ୍ତୋଷ ବୃଦ୍ଧି ହେବ।

ବନ୍ଧୁ ଆପଣଙ୍କଠାରୁ ପରାମର୍ଶ ନେଇପାରନ୍ତି।

ଆହୁରି ପଢ଼ନ୍ତୁ- Nobel Prize: ହେନେରି କାଗାନ୍, କେନସୋ ସୋଆଇଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ତୁଳା: ଘର ନିର୍ମାଣ କାର୍ଯ୍ୟ ଶୀଘ୍ର ପୂରା ହେବ।

ଅଫିସରେ ବ୍ୟବହାର ଭଲ ବଜାୟ ରଖନ୍ତୁ।

ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତାନ୍ତର ଦୂର ହେବ।

ରାଜନୀତି ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ।‌  ବିଛା: ଆପଣଙ୍କର ସବୁ ଅଶାନ୍ତି ଅନ୍ତ ହେବ।

ସଫଳତାର ନୂଆ କିରଣ ଦେଖାଦେବ।

ଆର୍ଥିକ କ୍ଷେତ୍ରରେ ବିକାଶ ଯୋଗ ଅଛି।

ଗାଡ଼ି କିଣିବା ପାଇଁ ସମୟ ସାଥ ଦେବ।

ସ୍ବାସ୍ଥ୍ୟ ଚୈତନ୍ୟ ରହିବ। ‌  ଧନୁ: ଆପଣଙ୍କ ଉପରେ ଭଗବାନଙ୍କ କୃପା ରହିବ।

ବେପାର ବଢ଼ାଇବା ପାଇଁ କରିଥିବା ଯୋଜନାରୁ ଲାଭ ପାଇବେ।

ଚାକିରିରେ ଉନ୍ନତି ହେବ।

ସମୟ ପରୋପକାରରେ ଲଗାଇପାରନ୍ତି।

ମକର: ପାରିବାରିକ ଲୋକଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବା ଯୋଗୁଁ ଆପଣ ଆରାମ ପାଇବେ।

କାର୍ଯ୍ୟକ୍ଷେତ୍ରରେ ମନ ଲଗାଇ କାମ କରିବେ।

ବେପାର କରୁଥିବା ଲୋକଙ୍କ ଲାଗି ଦିନଟି ସାମାନ୍ୟ ରହିବ।

କୁମ୍ଭ: ସାମାଜିକ ଓ ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନସମ୍ମାନ ବଢ଼ିବ।

ନିଜର କାମଧନ୍ଦା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିଦେବେ।

ଅପରାହ୍ଣରେ ପରିବାର ଲୋକଙ୍କ ସହିତ ସମୟ ବିତାଇବେ।

ମୀନ: ଅଫିସରେ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସା ପାଇବେ।

ନିଜର ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ।

ଜିନିଷ କିଣିବା ପୂର୍ବରୁ ତାଲିକା ବନାଇ କିଣନ୍ତୁ।

ସନ୍ତାନର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।