Horoscope 2026 October 13: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ପରିବାରରେ ସବୁ ଲୋକଙ୍କୁ ଆନନ୍ଦପ୍ରାପ୍ତି ହେବ।
ଅର୍ଡର୍ ସପ୍ଲାଇଙ୍କର ଉନ୍ନତି ହେବ।
କୋର୍ଟକଚେରିର ଫଇସଲା ଆପଣଙ୍କ ସପକ୍ଷରେ ଆସିବ।
ପ୍ରେମିକପ୍ରେମିକାଙ୍କ ଲାଗି ଭଲ ଦିନଟିଏ। Advertisment ବୃଷ: ପୂର୍ବ ବିଚାରକୁ ଛାଡ଼ି ନୂଆ ବିଚାରକୁ ଗ୍ରହଣ କରିବେ।
ସାମାଜିକ କାର୍ଯ୍ୟରେ ଆପଣଙ୍କର ସକ୍ରିୟତା ବଢ଼ିପାରେ।
ଜୀବନସାଥୀ ଠାରୁ ଖୁସି ଖବର ପାଇବେ।
ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।
ମିଥୁନ: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ବୃଦ୍ଧି ହେବ।
ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ।
ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତାକୁ ମଧୁରତାରେ ବଦଳାଇବା ଦିନଟି ଭଲ।
କର୍କଟ: ପରିଶ୍ରମର ଫଳ ନିଶ୍ଚୟ ପାଇବେ।
ଡାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।
ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ।
ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
ସିଂହ: ଚାକିରିଜୀବୀଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ।
ବନ୍ଧୁ ସହ ବିଶେଷ ବିଷୟରେ କଥା ହେବେ।
କୌଣସି ବାଦବିବାଦକୁ ପଶନ୍ତୁ ନାହିଁ।
ଶିକ୍ଷାର୍ଥୀଙ୍କ ଲାଗି ଦିନଟି ମହତ୍ବପୂର୍ଣ୍ଣ ଅଛି।
କନ୍ୟା: ଆପଣଙ୍କ ମନ ଆଧ୍ୟାତ୍ମିକ ପ୍ରତି ଅଧିକ ରହିବ।
କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ କଥା ଆପଣଙ୍କ କ୍ୟାରିୟରର ଦିଶାକୁ ବଦଳାଇ ଦେବେ।
କୌଣସି ସହପାଠୀ ଆପଣଙ୍କୁ ନିଜର କଥା କହିବେ।
ଆହୁରି ପଢ଼ନ୍ତୁ- Chatting: ବିନା ଇଣ୍ଟରନେଟରେ ବି ଚାଟିଂ ହୋଇପାରୁଥିବା ଆପ୍ସ ଉପରେ ଲାଗିଲା କଟକଣା: ଭାରତୀୟ ଆପ୍ ଷ୍ଟୋରରୁ ହଟିଲା "ବିଟ୍ଚାଟ୍" ତୁଳା: ଚାକିରି ବିଷୟରେ ଆପଣ ଅଧିକ ବ୍ୟବହାରିକ ରହିବେ।
କାରବାରରେ ଯଥେଷ୍ଟ ଲାଭ ପାଇବେ।
ରାଜନୀତିକ ଲୋକଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ।
ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।
ବିଛା: କୌଣସି କାମ କରିବା ପୂର୍ବରୁ ଜୀବନସାଥୀ ସହ ପରାମର୍ଶ କରିନିଅନ୍ତୁ ଭଲ ହେବ।
କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ।
ପ୍ରେମ ପ୍ରସଙ୍ଗ ପ୍ରତି ଆପଣଙ୍କର ଆକର୍ଷଣ ବଢ଼ିବ।
ଧନୁ: ମନୋବଳସ୍ତର ଭଲ ରହିବ।
ବେପାର ବଢ଼ାଇବା ପାଇଁ କୌଣସି ନୂଆ ନିୟମ ଆପଣଙ୍କ ସମ୍ମୁଖକୁ ଆସିବ।
ଲାଗି ରହିଥିବା ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ।
ମକର: ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।
ଭୂସଂପତ୍ତି କିଣିବା ଯୋଗ ଅଛି।
ପିଲାମାନଙ୍କ ଠାରୁ ଶୁଭଖବର ପାଇବେ।
ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।
କୁମ୍ଭ: ଲାଗି ରହିଥିବା ମକଦ୍ଦମା ଜଟିଳ ଦିଗକୁ ଗତି କରିବ।
ଧର୍ମକାର୍ଯ୍ୟରେ ମନ ଲାଗିବା ଯୋଗୁଁ ଶାନ୍ତି ମିଳିବ।
ଅଫିସରେ ଆପଣଙ୍କୁ କୌଣସି ବଡ଼ କାମର ଦାୟିତ୍ବ ଦିଆଯିବ।
ବେପାରରେ ଲାଭ ହେବ।
ମୀନ: ଆପଣଙ୍କୁ କିଛି ଏଭଳି ହାସଲ ହେବ ଯାହା ବହୁ ଦିନରୁ ସନ୍ଧାନରେ ଥିଲେ।
ଲୋକେ ଆପଣଙ୍କ କାମ କରିବା ଶୈଳୀରେ ପ୍ରଭାବିତ ହେବେ।
ଅନ୍ତରଙ୍ଗ ବନ୍ଧୁ ସହ ମିଶିବା ପାଇଁ ତାଙ୍କ ଘରକୁ ଯିବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।