Horoscope 2026 October 16: ଜାଣନ୍ତୁ ଆଜିର ରାଶିଫଳ...

Oct 16, 2026 - 00:07
Horoscope 2026 October 16: ଜାଣନ୍ତୁ ଆଜିର ରାଶିଫଳ...

"‌ମେ‌ଷ: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

ଆୟ ବୃଦ୍ଧି ଲାଗି କାହାରି ସାହାଯ୍ୟ ପାଇବେ।

କୌଣସି ଯୋଜନା ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ।

ଜୀବନସାଥୀ କୌଣସି କାମ ପାଇଁ ପ୍ରଶଂସା କରିବେ।

Advertisment ବୃଷ: ନିଜର ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ।

ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ମନ ବନାଇବେ।

ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।

ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ପାଇବେ।

ମିଥୁନ: ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ।

ଜୀବନସାଥୀର ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ।

ଚାକିରିଜୀବୀଙ୍କୁ ଭଲ ଖବର ମିଳିବ।

ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

କର୍କଟ: କ୍ୟାରିୟରରେ ଆପଣଙ୍କୁ ସଫଳତା ମିଳିବ।

ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ।

ଆପଣଙ୍କଠାରୁ ସହକର୍ମୀ ଫୋନରେ ମତ ନେବେ।

ନୂଆ ଦୁଇଚକିଆ ଯାନ କିଣିବା ଲାଗି ଦିନଟି ଶୁଭ।

ସିଂହ: ଆର୍ଥିକ ଲାଭର ଅବସର ପାଇବେ।

କୌଣସି ବନ୍ଧୁ ଆପଣଙ୍କୁ ସହଯୋଗ କରିବା ପାଇଁ କହିବେ।

କୌଣସି କାମରେ ଭଲ ସଫଳତା ପାଇବେ।

ଦାମ୍ପତ୍ୟ ଜୀବନ ବହୁତ ରୋଚକ ଓ ସୁଖମୟ ରହିବ।

କନ୍ୟା: ଛୋଟ ଛୋଟ କଥାରେ ରାଗିଲେ କିଛି ଲୋକ ବିରୋଧ କରିବେ।

ନିବେଶ ମାମଲାରେ କୌଣସି ନୂଆ ପରାମର୍ଶ ପାଇବେ।

ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ବିବାହ ପାଇଁ ଘର ଲୋକଙ୍କୁ କହିବେ।

ଆହୁରି ପଢ଼ନ୍ତୁ- 🔴Student union election: ଆସିଲା ଛାତ୍ର ସଂସଦ ନିର୍ବାଚନ ଫଳ: କେଉଁଠି କିଏ ମାରିଲା ବାଜି?

ଜାଣନ୍ତୁ ଲାଇଭ୍‌ ଅପ୍‌ଡେଟ୍‌… ତୁଳା: ଦାମ୍ପତ୍ୟ ଜୀବନରେ ମଜଭୁତ ଆସିବ।

ବ୍ୟବସାୟରେ ଉନ୍ନତି ହେବ।

ଆର୍ଥିକ ସ୍ଥିତି ବହୁତ ଭଲ ରହିବ।

ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ।

କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ।

ବିଛା: ଶିକ୍ଷଣୀୟ କାର୍ଯ୍ୟରେ ଆପଣଙ୍କ ମନ ଲାଗିବ।

ଘରୋଇ କାମ ସମାପ୍ତ କରିବାରେ ସଫଳ ରହିବେ।

ଜମି ବେପାରୀଙ୍କୁ ଲାଭ ହେବ।

ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ନୂତନତ୍ବ ଆସିବ।

ଧନୁ: ସମ୍ବନ୍ଧରେରେ ମିଷ୍ଟତା ଆସିବ।

ନୂଆ କାମ କରିବାକୁ ଚାହୁଁଥିଲେ କିଛି ଦିନ ଅପେକ୍ଷା କରି ଯାଆନ୍ତୁ।

ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ ସ୍ତରରେ ଭଲ କାମ ପାଇଁ ସମ୍ମାନ ପାଇବେ।

ମକର: ଆପଣ କୌଣସି ଭଲ କାମ କରିବେ।

କୋର୍ଟକଚେରି ମାମଲାରେ ବନ୍ଧୁର ମତ ନେବେ।

ଆପଣଙ୍କ କଥାରେ ପରିବାର ଲୋକ ସହମତ ହେବେ।

ବେପାରରେ ଉନ୍ନତିର ଯୋଗ ଅଛି।

କୁମ୍ଭ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ।

ମାମୁଁ ଘରୁ କୌଣସି ଭଲ ଖବର ପାଇବେ।

କଥା କହିବା ବେଳେ ନିଜର ଭାଷା ଉପରେ ଧ୍ୟାନ ଦନିଅନ୍ତୁ।

ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ।

ମୀନ: ଧର୍ମଗ୍ରନ୍ଥ ପଢ଼ିବାରେ ସମୟ ବିତାଇବେ।

ପରିବାର ଲୋକଙ୍କର ସହଯୋଗ ପାଇବେ।

ଅଚାନକ କୌଣସି ଉତ୍ସରୁ ଧନଲାଭ ହେବ।

ନୂଆ କାମ ପ୍ରାରମ୍ଭ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।