Horoscope 2026 October 20: ଜାଣନ୍ତୁ ଆଜିର ରାଶିଫଳ
"ମେଷ: ଧର୍ମକାର୍ଯ୍ୟ ପ୍ରତି ଆସ୍ଥା ଓ ବିଶ୍ବାସ ସହିତ ଆଗକୁ ବଢ଼ିବେ।
ସାଙ୍ଗରେ କାମ କରୁଥିବା ଲୋକଙ୍କର ସାହାଯ୍ୟ ପାଇବେ।
ନିଜର କାମ ତରବରିଆରେ କରନ୍ତୁ ନାହିଁ।
କମ୍ ପରିଶ୍ରମରେ ଅଧିକ ଫଳ ପାଇବେ।Advertisment ବୃଷ: ଘର ଲୋକଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ।
କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ।
ଟଙ୍କପଇସା ସମ୍ବନ୍ଧୀୟ ଫଇସଲା ଭାବିଚିନ୍ତି ନିଅନ୍ତୁ।
ପରିଶ୍ରମର ବଢ଼ିଆ ପରିଣାମ ପାଇବେ। ମିଥୁନ: କାମ ସଂପୂର୍ଣ୍ଣ କରିବା ଲାଗି ଅଧିକ ପରିଶ୍ରମ କରିବାକୁ ହେବ।
ପ୍ରତିଯୋଗି ପରୀକ୍ଷା ସମ୍ବନ୍ଧୀୟ ଭଲ ଖବର ପାଇବେ।
କୌଣସି ବିଶେଷ ବ୍ୟକ୍ତିଙ୍କ ଦ୍ବାରା ଲାଭ ପାଇବେ।
ପାରିବାରିକ ଜୀବନ ଆନନ୍ଦମୟ ହେବ। କର୍କଟ: ବ୍ୟବସାୟରେ ଆଶାଠୁ ଅଧିକ ଲାଭ ହେବ।
ଆପଣଙ୍କୁ ପାରିବାରିକ ଝଞଟରୁ ମୁକ୍ତି ମିଳିଯିବ।
କାହାରି ଦେଇଥିବା ଅର୍ଥ ପାଇଯିବେ।
ଶିକ୍ଷକଙ୍କର ଏକାଗ୍ରତା ଓ ପରିଶ୍ରମକୁ ନେଇ ସମ୍ମାନିତ କରାଯିବ। ସିଂହ: ନିଜର ବ୍ୟବହାର ସ୍ବଚ୍ଛତା କରିବା ପାଇଁ ଚେଷ୍ଟା କରିବେ।
ହିସାବ କିତାବ କାମ କରୁଥିବା ଲୋକଙ୍କ ଲାଗି ଦିନଟି ବ୍ୟସ୍ତତା ଭରା ରହିବ।
ପ୍ରିୟଜନଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ।
କନ୍ୟା: ନିଜ ଯୋଜନାରେ ଲୋକମାନଙ୍କୁ ସହମତ କରାଇନେବେ।
ପରିବାରକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।
ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ।
ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଭଲ। ତୁଳା: ବୁଲାବୁଲିରେ ଅଧିକ ସମୟ ବିତାଇବେ।
ଅଫିସରେ କୌଣସି କାମକୁ ସହଜରେ କରିବେ।
ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି ତେବେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।
ବ୍ୟବସାୟରେ ଲାଭ ପାଇବେ। ବିଛା: ନୂଆ ପ୍ରୋଜେକ୍ଟରେ କାମ କରିବାର ମଉକା ପାଇବେ।
ଦୀର୍ଘ ଦିନରୁ ଅଟକିଥିବା ସରକାରୀ କାମ ହୋଇଯିବ।
ଆପଣଙ୍କ ବ୍ୟବହାରରେ ସକାରାତ୍ମକ ପରିବର୍ତ୍ତନ ଆସିବ।
ଜମି ସଂପର୍କିତ କାର୍ଯ୍ୟ ଆଗକୁ ବଢ଼ିବ।
ଧନୁ: କୌଣସି ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଆସିବେ।
କୌଣସି ରଚନାତ୍ମକ କାର୍ଯ୍ୟରେ ସୁନାମ ଅର୍ଜନ କରିବେ।
ପିଲା ଆପଣଙ୍କୁ ଶୁଭ ଖବର ଦେବେ।
ସ୍ବାସ୍ଥ୍ୟ ସମ୍ବନ୍ଧରେ ସୁସ୍ଥ ଅନୁଭବ କରିବେ।
ମକର: ଆପଣଙ୍କର ମହତ୍ବାକାଂକ୍ଷା ବୃଦ୍ଧି ହେବ।
ଆପଣଙ୍କ ସକାରାତ୍ମକ ଚିନ୍ତା କାର୍ଯ୍ୟରେ ସହଯୋଗ କରିବ।
ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ।
ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାର ଚେଷ୍ଟା କରନ୍ତୁ।
କୁମ୍ଭ: ଅଧିକ ସମୟ ପରିବାର ଲୋକଙ୍କ ସହିତ ଅତିବାହିତ କରିବେ।
କୌଣସି କାମରେ ଅନୁମାନ ଠାରୁ ଅଧିକ ଲାଭ ହେବ।
କୌଣସି ଫଇସଲା କରିବାରେ ଟିକେ କଷ୍ଟ ହେବ।
ଇଂଜିନିୟରଙ୍କ ଲାଗି ଦିନଟି ଭଲ।
ମୀନ: ଆପଣଙ୍କ ପାଖରେ ବ୍ୟବସାୟ ବଢ଼ାଇବା ପାଇଁ ଭଲ ମଉକା ଅଛି।
ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବ।
ବନ୍ଧୁ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯିବେ।
ଦାମ୍ପତ୍ୟ ଜୀବନ ଭଲ ରହିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।