Horoscope 2026 October 23: ଜାଣନ୍ତୁ ଆଜିର ରାଶିଫଳ...
ମେଷ: ଅଧୁରା କାମ ସଂପୂର୍ଣ୍ଣ କରିସାରି ନୂଆ କାମ ଶୁଭାରମ୍ଭ କରିବେ।
ବ୍ୟବସାୟୀଙ୍କୁ ଭଲ ଅବସର ମିଳିବ।
ପରିବାରରେ ଖୁସିର ବାତାବରଣ ରହିବ।
ଆପଣଙ୍କ ଘରକୁ କୌଣସି ବନ୍ଧୁ ଆସିପାରନ୍ତି। Advertisment ବୃଷ: ଦିନଟି ଜୀବନରେ ନୂଆ ଦିଶା ନେଇ ଆସିବ।
ଧ୍ୟାନ ଲଗାଇ କାମ କରନ୍ତୁ ଶୀଘ୍ର ସଫଳତା ପାଇବେ।
ବ୍ୟବସାୟରେ ବର୍ତ୍ତମାନ ବ୍ୟବସ୍ଥା ଉଚିତ ବନାଇ ରଖିବେ।
କାହାରି ସିହିତ ମିଶିବା ପାଇଁ ଦିନଟି ଭଲ। ମିଥୁନ: ବନ୍ଧୁଠାରୁ ଭଲ ପରାମର୍ଶ ପାଇବେ।
ବ୍ୟବସାୟ କାମରେ ଅନ୍ୟ ସହରକୁ ଯାଇପାରନ୍ତି।
ଅଧିକ ସଫଳତା ପାଇଁ ଆପଣ ପ୍ରୟାସ ଜାରି ରଖିବେ।
ନବବିବାହିତ ଦମ୍ପତ୍ତି ବାହାରକୁ ବୁଲି ଯିବେ।
କର୍କଟ: ଆପଣଙ୍କ କାମରେ ଧ୍ୟାନକେନ୍ଦ୍ରିତ କରନ୍ତୁ କାମ ସଫଳ ହେବ।
ଜମି ବ୍ୟବସାୟୀଙ୍କୁ ଲାଭ ହେବ।
କ୍ରୀଡ଼ା କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବା ଯୋଗ ରହିଛି।
ଆପଣଙ୍କ ପିଲାଙ୍କୁ ଉପହାର ଦେବେ। ସିଂହ: ସମାଜରେ ଆପଣଙ୍କ କାମର ପ୍ରଶଂସା ହେବ।
ଆପଣଙ୍କ ମନ ସ୍ବଚ୍ଛ ରହିବ।
ଘରେ କୌଣସି ଧର୍ମାନୁଷ୍ଠାନ ହୋଇପାରେ।
ସୁସମ୍ବାଦ ପାଇବେ।
ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ। କନ୍ୟା: ଆପଣଙ୍କ ଉପରେ ଭଗବାନ ଙ୍କର କୃପାଦୃଷ୍ଟି ବଜାୟ ରହିବ।
ପରୋପକାର କାର୍ଯ୍ୟରେ ସମୟ ବିତାଇବେ।
କାର୍ଯ୍ୟକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସା ପାଇବେ।
ବ୍ୟବସାୟୀଙ୍କ ଲାଗି ଦିନଟି ଭଲ।
ଆହୁରି ପଢ଼ନ୍ତୁ- Puri Jagannath Temple ritual: 'ରାଧା-ଦାମୋଦର' ବେଶରେ ଦର୍ଶନ ଦେଲେ ଶ୍ରୀବିଗ୍ରହ, ଆରମ୍ଭ ହେଲା ରାଇଦାମୋଦର ବ୍ରତ ତୁଳା: ଆପଣ କୌଣସିପ୍ରକାର ଯାତ୍ରାରେ ଯାଇପାରନ୍ତି।
କୌଣସି ବଡ଼ ଡିଲ୍ ଫାଇନାଲ୍ ହେବ।
ଯାହାଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଯିବ।
ଆପଣଙ୍କ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।
ବିଛା: କୌଣସି କଥାକୁ ନେଇ ଆପଣଙ୍କ ମନ ବହୁତ ପ୍ରସନ୍ନ ରହିବ।
ବ୍ୟର୍ଥ ଖର୍ଚ୍ଚ ପାଇଁ ବ୍ୟାଙ୍କ ବାଲାନ୍ସ କମ୍ ହେବ।
ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।
ଇସ୍ପାତ ବ୍ୟବସାୟୀଙ୍କର ବିକ୍ରୀ ବଢ଼ିବ।
ଧନୁ: ଜୀବନସାଥୀ ସହିତ ଲାଗି ରହିଥିବା ମତଭେଦ ଦୂର ହେବ।
କାର୍ଯ୍ୟକ୍ଷେତ୍ରରେ ମନ ଲଗାଇ କାମ କରିବେ।
କୌଣସି ପରିଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ରହିବ।
ଘରେ ଧର୍ମକାର୍ଯ୍ୟ କରିପାରନ୍ତି।
ମକର: ଆପଣଙ୍କୁ ସମାଜରେ ମାନସମ୍ମାନ ମିଳିବ।
ଆପଣଙ୍କ ମନ ଧାର୍ମିକ କାର୍ଯ୍ୟକ୍ରମରେ ଲାଗି ରହିବ।
ଚାକିରି ରେ ଆପଣଙ୍କୁ କିଛି ଭଲ ସୁଯୋଗ ମିଳିବ।
ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ।
କୁମ୍ଭ: ଅଫିସରେ ଆପଣଙ୍କର କଠିନ ପରିଶ୍ରମ ଦେଖି କର୍ତ୍ତୃପକ୍ଷ ଦରମା ବୃଦ୍ଧି କରିପାରନ୍ତି।
ପ୍ରେମୀଯୁଗଳ ବାହାରକୁ ବୁଲି ଯିବେ।
ଚାକିରି ପାଇଁ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀ ସନ୍ତୋଷଜନକ ଫଳ ପାଇବେ।
ମୀନ: ଜମି ବ୍ୟବସାୟୀ ଙ୍କୁ ଅଧିକ ଲାଭ ହେବ।
ମହିଳାମାନେ ନିଜ କାମରେ ବ୍ୟସ୍ତ ରହିବେ।
ବ୍ୟର୍ଥ କଥାରେ ତର୍କ କରନ୍ତୁ ନାହିଁ।
ସମାଜରେ ଆପଣଙ୍କର ଭଲ କାମ ପାଇଁ ଲୋକପ୍ରିୟତା ବଢ଼ିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।