Horoscope 2026 October 24: ଜାଣନ୍ତୁ ଆଜିର ରାଶିଫଳ...

Oct 24, 2026 - 00:03
Horoscope 2026 October 24: ଜାଣନ୍ତୁ ଆଜିର ରାଶିଫଳ...

‌ମେ‌ଷ: ବିରୋଧୀପକ୍ଷ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ।

କୌଣସିପ୍ରକାର ଅନୁଚିତ କାର୍ଯ୍ୟ ଆପଣଙ୍କ ଅଶାନ୍ତି କାରଣ ହୋଇପାରେ।

ଆପଣଙ୍କ ଆଖପାଖର ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ‌ Advertisment ବୃଷ: ବ୍ୟାବହାରିକ କାର୍ଯ୍ୟପ୍ରଣାଳୀରେ କିଛି ପରିବର୍ତ୍ତନ ହୋଇପାରେ।

ଲୋକଙ୍କ ସମ୍ମୁଖରେ ଆପଣଙ୍କୁ ମତ ରଖିବାରେ ପୂରା ମଉକା ମିଳିବ।

ଆପଣଙ୍କ ଯୋଜନାରେ ଲୋକ ଖୁବ୍ ପ୍ରଭାବିତ ହେବେ। ‌ ମିଥୁନ: ଆପଣ କିଛି ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

ଯାହା ଦ୍ବାରା ଆପଣଙ୍କ ଅର୍ଥନୀତି ଓ ଘରର ବ୍ୟବସ୍ଥା ଠିକ୍ ରଖିବାରେ ସହାୟକ ହେବ।

ଧର୍ମ ଓ ସମାଜ କାର୍ଯ୍ୟରେ ଆପଣଙ୍କର ରୁଚି ହେବ। ‌ କର୍କଟ: ନୂଆପ୍ରକାର ଗତିବିଧିରେ ବ୍ୟସ୍ତତାର ରହିବେ।

ଆପଣ ଧୈର୍ଯ୍ୟଧରି ରହନ୍ତୁ।

ଅଚାନକ ଧନଲାଭ ହେବା ଯୋଗୁଁ ଆପଣଙ୍କ ଚେହେରାରେ ଖୁସି ବନି ରହିବ।

ଆପଣଙ୍କୁ ଉନ୍ନତିର ନୂଆ ରାସ୍ତା ମିଳିବ। ‌ ସିଂହ: କୌଣସି ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ।

ସଂଶୟ ର ସ୍ଥିତି ସମାପ୍ତ ହେବ।

ଆପଣଙ୍କର ପୂରା ଧ୍ୟାନ ବ୍ୟବସାୟ ଓ କିଣିବା କ୍ଷେତ୍ରରେ ଲଗାନ୍ତୁ।

ଯାନ ଚଳାଇବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ‌ କନ୍ୟା: ଆପଣ କୌଣସି ଅନୁଭବୀ ବ୍ୟକ୍ତିଙ୍କଠାରୁ ପରାମର୍ଶ ପାଇବେ।

ପୁରୁଣା ବନ୍ଧୁ ସହ ମିଳନ ଆପଣଙ୍କୁ ଖୁସି ଦେବ।

ସନ୍ଧ୍ୟାରେ କାହାରି ଜନ୍ମଦିନ ସମାରୋହକୁ ଯାଇପାରନ୍ତି।

ଆହୁରି ପଢ଼ନ୍ତୁ- Government Employees Pension Rules 2026: ଅବସର ପୂର୍ବରୁ ପେନ୍‌ସନ୍ ଓ ଦରମା ଯାଞ୍ଚ ବାଧ୍ୟତାମୂଳକ, ଭୁଲ୍ ହେଲେ ଅଧିକାରୀଙ୍କଠାରୁ ଆଦାୟ ହେବ ଟଙ୍କା ତୁଳା: କାରବାର ଓ ପରିବାର ମଧ୍ୟରେ ଭାରସାମ୍ୟ ବଜାୟ ରହିବ।

ଧର୍ମାନୁଷ୍ଠାନ କୁ ଯିବାର ଯୋଜନା କରିବେ।

କୌଣସି କାମ କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ। ‌ ବିଛା: ଆପଣ କୌଣସି ବିପରୀତ ପରିସ୍ଥିତିରେ ଧୈର୍ଯ୍ୟଧରି ରହିବେ।

ବିରୋଧୀ ଆପଣଙ୍କ ସଂପର୍କରେ ମିଥ୍ୟାକଥା ପ୍ରଚାର କରିପାରନ୍ତି।

ଆପଣଙ୍କର ସ୍ଥିତି ଜଲଦି ସୁଧୁରିବାରେ ନଜର ଆସିବ।

ଧନୁ: ଅଫିସରେ କୌଣସି କାମ ପାଇଁ ଦୂରସ୍ଥାନକୁ ଯାଇପାରନ୍ତି।

ଆପଣଙ୍କର ଏଭଳି ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ ଯାହାଦ୍ବାରା ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ।

ମକର: କିଛି ସମୟ ମନୋରଂଜନରେ ଅତିବାହିତ କରିବେ।

ଅଫିସରେ ଆପଣଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ।

ବାପାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ।

ଆପଣଙ୍କ ଶକ୍ତିରେ ବହୁତ କିଛି ହାସଲ କରିନେବେ।

କୁମ୍ଭ: ନିଜର ଭାବନା ସହିତ ଅନ୍ୟମାନଙ୍କର ଭାବନାକୁ ଧ୍ୟାନ ରଖିବେ।

କୌଣସି ମାମଲା ଶାନ୍ତିରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ।

ଅର୍ଡର ସପ୍ଲାଇଙ୍କ ଲାଗି ଦିନଟି ଭଲ।

ଆର୍ଥିକ ସ୍ଥିତିରେ ସୁଧାର ହେବ।

ମୀନ: କୌଣସି ମହତ୍ବପୂର୍ଣ୍ଣ ବିଷୟରେ ନିଷ୍ପତ୍ତି ନେଇପାରନ୍ତି।

କୌଣସି ବଡ଼ ଓ ଅଲଗା କାମ କରିବାକୁ ଭାବି ପାରନ୍ତି।

ଧର୍ମ ଓ ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ହୋଇପାରେ।

ନବବିବାହିତ ଦମ୍ପତ୍ତିଙ୍କ ଲାଗି ଦିନଟି ଭଲ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।