Horoscope 2026 October 26: ଜାଣନ୍ତୁ ଆଜିର ରାଶିଫଳ

Oct 26, 2026 - 00:19
Horoscope 2026 October 26: ଜାଣନ୍ତୁ ଆଜିର ରାଶିଫଳ

ମେଷ: ପାରିବାରିକ ସୌହାର୍ଦ୍ଦ ବଢ଼ିବ।

ଶାନ୍ତ ମନରେ କାମ କରନ୍ତୁ ଜଲଦି ପୂରା ହେବ।

ଅର୍ଥ ଚିନ୍ତା ଦୂର ହେବ।

ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ।

ଛାତ୍ରଛାତ୍ରୀ ପାଠପଢ଼ାରେ ଶିକ୍ଷକଙ୍କର ସହଯୋଗ ପାଇବେ। ‌ Advertisment ବୃଷ: କୌଣସି କାମରେ ଅଧିକ ପରିଶ୍ରମ କରିବେ।

ଅଧିକ ସମୟ ବ୍ୟସ୍ତ ରହିବେ।

ନିଜ କାମରେ ଧ୍ୟାନକେନ୍ଦ୍ରିତ କରି ରଖନ୍ତୁ।

ଏକରୁ ଅଧିକ ଉତ୍ସରୁ ଲାଭର ଯୋଗ ଅଛି।

ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ‌ ମିଥୁନ: ପରିଶ୍ରମ ତୁଳନାରେ ଫଳର ପରିମାଣ କମ୍ ରହିବ।

ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହେବ।

ଅଫିସରେ ନୂଆ କାମର ଦାୟିତ୍ବ ଗ୍ରହଣ କରିବେ।

ଜୀବନସାଥୀ ଆପଣଙ୍କ କାମରେ ପ୍ରସନ୍ନ ରହିବେ। ‌ କର୍କଟ: କୌଣସି କାମ ପୂରା କରିବା ପାଇଁ ବଡ଼ ଭାଇର ସହାୟତା ନେବାକୁ ପଡ଼ିପାରେ।

ବିଦ୍ୟାର୍ଥୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ।

ଆପଣଙ୍କୁ ସଫଳତା ମିଳିବା ଲାଗି ଭଲ ଯୋଗ ଅଛି।

ଚାକିରି ପାଇଁ ଭଲ ପ୍ରସ୍ତାବ ପାଇବେ। ‌ ସିଂହ: ବନ୍ଧୁ ଆପଣଙ୍କ ଘରକୁ ଆସିପାରନ୍ତି।

ଇଂଜିନିଅର୍‌ଙ୍କ ଲାଗି ଦିନଟି ବଢ଼ିଆ ରହିବ।

ଭାଗୀଦାରିରେ କୌଣସି ଡିଲ୍‌ ଫାଇନାଲ୍‌ କରିବେ।

ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବଜାୟ ରହିବ। ‌ କନ୍ୟା: ଡାକ ବ୍ୟବସାୟୀଙ୍କର ଲାଭ ହେବ।

ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସାମାଜିକ ପ୍ରଭାବ ବଜାୟ ରହିବ।

ନବବିବାହିତ ଦମ୍ପତି ଧାର୍ମିକ ସ୍ଥାନକୁ ଯିବାର ଯୋଜନା କରିବେ।

ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

ତୁଳା: ଜୀବନରେ କିଛି ପରିବର୍ତ୍ତନ ଆସିପାରେ।

ହୋଟେଲ ରେସ୍ତେରାଁ ବ୍ୟବସାୟୀଙ୍କ ଲାଗି ଦିନଟି ଭଲ।

ପାରିବାରିକ ସମ୍ବନ୍ଧରେ ମିଷ୍ଟତା ବଢ଼ିବ।

କାର୍ଯ୍ୟକ୍ଷେତ୍ରରେ ଜୀବନସାଥୀର ସହଯୋଗ ପାଇବେ।

ବିଛା: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ପାଖରେ ଭଲ ମଉକା ଅଛି।

କୌଣସି ବି ଅବସର ହାତରୁ ଯିବାକୁ ଦିଅନ୍ତୁ ନାହିଁ।

ଯେଉଁ ବ୍ୟକ୍ତିଙ୍କୁ କେବେ ସାହାଯ୍ୟ କରିଥିଲେ ସେ ଆଜି ସାହାଯ୍ୟ କରିବେ।

ଧନୁ: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।

ଆମୋଦ ପ୍ରମୋଦରେ ଅଧିକ ମନ ଲାଗିବ।

ପରିବାରରେ ସୁଖ ଶାନ୍ତିର ପରିବେଶ ବଜାୟ ରହିବ।

ବାଲ୍ୟବନ୍ଧୁ ସହିତ ସାକ୍ଷାତ ହେବ।

ମକର: ପାରିବାରିକ ଅଶାନ୍ତି ଦୂର ହେବ।

ସକାରାତ୍ମକ ଭାବନା ରଖନ୍ତୁ କାମରେ ସଫଳତା ପାଇବେ।

ବ୍ୟବସାୟର ଭ‌ାଗୀଦାରଙ୍କ ସହିତ ଦୂର ସ୍ଥାନକୁ ଯିବେ।

କୌଣସି ଅସହାୟଙ୍କୁ ସାହାଯ୍ୟ କରିବେ।

ପ୍ରେମ ଜୀବନ ମଧୁର ହେବ।

କୁମ୍ଭ: ବ୍ୟବସାୟରେ ଉନ୍ନତି ହେବ।

ଅଧିକାରୀଙ୍କ ଠାରୁ ସମୟ ସମୟରେ ସାହାଯ୍ୟ ପାଇବେ।

ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା ପ୍ରସ୍ତୁତ କରିବେ।

ମୀନ: ଶିକ୍ଷାରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ।

ଧାର୍ମିକ କାର୍ଯ୍ୟ ପ୍ରତି ଆସ୍ଥା ଓ ବିଶ୍ବାସ ରଖି ଆଗକୁ ବଢ଼ିବେ।

ତରବରିଆ ଭାବରେ କାମ କରନ୍ତୁ ନାହିଁ।

ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।