How Can Snakes Hear Without Ears?: କାନ ନଥାଇ ବି କେମିତି ଶୁଣିପାରେ ସାପ ?
"ସାପମାନଙ୍କୁ ନେଇ ପ୍ରଚଳିତ ସିରିଏଲ ବା ଫିଲ୍ମ ଆପଣମାନେ ତ ନିହାତି ଦେଖିଥିବେ।
ଏହି ଫିଲ୍ମଗୁଡ଼ିକ ଦେଖିବାକୁ ବହୁତ ଭଲ ମଧ୍ୟ ଲାଗିଥାଏ।
ଧୂନ ବାଜିଲେ ସାପ ଫଣା ଟେକି ନାଚିବାର ଦୃଶ୍ୟ ମଧ୍ୟ ସମସ୍ତଙ୍କୁ ଆଶ୍ଚଯ୍ୟ କରିଥାଏ।
ଆମେ ସମସ୍ତେ ଜାଣିଛେ ଯେ ସାପର କାନ ନାହିଁ।
ତେବେ ସେ କିପରି ଏହି ବିନ୍ ର ବାଜାକୁ ଶୁଣିଥାଏ ?
ତେବେ ଏହା ପଛର ବିଜ୍ଞାନ ଟିକିଏ ଭିନ୍ନ ।
ସାପ ମଣିଷଙ୍କ ଭଳି ଶବ୍ଦ ଶୁଣିପାରେ ନାହିଁ ।
ସେମାନଙ୍କର ଶ୍ରବଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଲଗା ।
Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।