HR’s Misconduct Crossed Limits : ସୀମା ଟପିଲା ଏଚଆରଙ୍କ ଅଭଦ୍ରାମୀ
ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ଯାଇଥିଲେ ମହିଳା।
ନିଜ ଯୋଗ୍ୟତା ଓ ଦକ୍ଷତା ବଳରେ ଚାକିରି ପାଇବା ନେଇ କରିଥିଲେ ଆଶା।
ହେଲେ ଇଣ୍ଟରଭିୟୁ ସମୟରେ ଏଚଆରଙ୍କ ପ୍ରଶ୍ନ ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ଚାକିରି ସମ୍ପର୍କିତ ପ୍ରଶ୍ନ ବଦଳରେ ମହିଳାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପଚରାଯାଇଥିଲା ପ୍ରଶ୍ନ।
ଏଭଳି ପ୍ରଶ୍ନ ଶୁଣି ଅସହଜ ଅନୁଭବ କରିଥିଲେ ମହିଳା।
ପରେ ନିଜ ଇଣ୍ଟରଭିୟୁ ଅଭିଜ୍ଞତାକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।