India Blames China for Border Tensions, Says Deviations from Patrol Patterns Cause Instability

Oct 24, 2026 - 12:12
India Blames China for Border Tensions, Says Deviations from Patrol Patterns Cause Instability

#ଚୀନ_ଭାରତ_ସୀମାରେ_ମୁହାଁମୁହିଁ
ଚୀନ-ଭାରତ ସୀମାରେ ଉତ୍ତେଜନାକୁ ନେଇ ଚୀନକୁ ଦୋଷ ଦେଇଛି ଭାରତୀୟ ବୈଦେଶିକ ବିଭାଗ । ଚୀନ୍ ପାଟ୍ରୋଲିଂ ଧାରାରୁ ଓହରିଗଲେ ସୀମାରେ ଅସ୍ଥିର ପରିସ୍ଥିତି ସୃଷ୍ଟି ହୁଏ ବୋଲି କହିଛି ଭାରତ। ଯେତେବେଳେ ଚୀନ୍ ସୈନ୍ୟମାନେ ସୀମାରେ ପାଟ୍ରୋଲିଂ ଧାରାରୁ ଓହରି ଯାଆନ୍ତି ସେତେବେଳେ ସୀମାରେ ପରିସ୍ଥିତି ବେଳେ ବେଳେ ବିଗିଡିଯାଏ। ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ ITBP ଡିଜି ଶତ୍ରୁଜିତ କପୁର ସୈନ୍ୟମାନଙ୍କୁ ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଚୀନ୍ ସୈନ୍ୟଙ୍କ ସହ ମୁହାଁମୁହିଁ ଜାରି ରହିଥିବା କହିବାର ଦିନକ ପରେ MEA ଏହି ଉତ୍ତର ରଖିଛି। ଜୁନ୍ ୨୦୨୦ରେ ଲଦାଖର ଗଲୱାନରେ ଚୀନ୍ ସୈନ୍ୟଙ୍କ ଅନୁପ୍ରବେଶ ଘଟଣା ପରେ ଶତ୍ରୁଜିତ କପୁରଙ୍କ ମନ୍ତବ୍ୟକୁ ନେଇ ପୁଣି ବିବାଦ ତେଜିଛି। ବର୍ତ୍ତମାନ ଉଭୟ ପକ୍ଷ LACରେ ଭୁଲ ବୁଝାମଣାକୁ ଏଡାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ସମସ୍ୟାର ସମାଧାନ ପାଇଁ କୂଟନୈତିକ ଏବଂ ସାମରିକ ସ୍ତରରେ ଆଲୋଚନା ଜାରି ରହିଛି।ଦ୍ୱିପାକ୍ଷିକ ସମ୍ପର୍କରେ ସାମଗ୍ରିକ ବିକାଶ ପାଇଁ ସୀମାନ୍ତ ଅଞ୍ଚଳରେ ଶାନ୍ତି ଏବଂ ଶାନ୍ତି ବଜାୟ ରଖିବା ଅତ୍ୟନ୍ତ ଜରୁରୀ ବୋଲି କହିଛି ଭାରତୀୟ ବୈଦେଶିକ ବ୍ୟାପାର ବିଭାଗ। ...
#OTV#IndiaChinaBorder#ChinaIndiaTensions#LAC#MEA#ITBP#ShatrujitKapoor#ArunachalPradesh#GalwanValley#BorderSecurity#IndiaNews#OdishaTV

India’s Ministry of External Affairs (MEA) has attributed tensions along the India-China border to deviations from established Chinese patrolling patterns, stating that such changes can create instability in border areas. The statement came a day after Indo-Tibetan Border Police (ITBP) Director General Shatrujit Kapoor spoke about ongoing face-offs between Indian and Chinese troops at various locations in Arunachal Pradesh. His remarks have renewed attention on the border situation following the June 2020 Galwan Valley clash in Ladakh. Both countries are continuing efforts to prevent misunderstandings along the Line of Actual Control (LAC), with diplomatic and military-level talks underway to resolve outstanding issues. India has also stressed that maintaining peace and tranquillity in border areas is essential for the overall development of bilateral relations.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।