Cyclone Intensifies Over Bay of Bengal, Andhra Coast on Alert for October 28 Landfall

Oct 24, 2026 - 13:16
Cyclone Intensifies Over Bay of Bengal, Andhra Coast on Alert for October 28 Landfall

#ବଳ_ଗୋଟାଉଛି #୨୮_ସକାଳେ_ଭୟଙ୍କର_ତାଣ୍ଡବ
ଆନ୍ଧ୍ର ମୁହାଁ ହେବ ଘୂର୍ଣ୍ଣିବାତ୍ୟା। ୨୮ ତାରିଖ ସକାଳ ସୁଦ୍ଧା ଆନ୍ଧ୍ର ଉପକୂଳ ଛୁଇଁବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ସ୍ପଷ୍ଟଚିହ୍ନିତ ଲଘୁଚାପ। ସ୍ପଷ୍ଟଚିହ୍ନିତ ଲଘୁଚାପ ସୃଷ୍ଟି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅବପାତ, କାଲି ଗଭୀର ଅବପାତର ରୂପ ନେବ। ୨୬ରେ ବଙ୍ଗୋପସାଗରେ ବାତ୍ୟାର ରୂପ ନେବ ଲଘୁଚାପ। ୨୮ ବେଳକୁ ଆନ୍ଧ୍ର ମୁହାଁ ହେବ ଘୂର୍ଣ୍ଣିବାତ୍ୟା। ୨୮ ତାରିଖ ସକାଳ ସୁଦ୍ଧା ଆନ୍ଧ୍ର ଉପକୂଳ ଛୁଇଁପାରେ ବାତ୍ୟା। ୨୬ ସକାଳ ବେଳକୁ ୭୦-୮୦ କିମି ଏପରିକି ଝଟକା ପବନ ୯୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ । ଏହାପରେ ବାତ୍ୟାଟି ଉପକୂଳ ଆଡକୁ ଯେତିକି ବଢ଼ିବ ପବନର ବେଗ ମଧ୍ୟ ବଢ଼ିବାରେ ଲାଗିବ । ତେବେ ଲ୍ୟାଣ୍ଡଫଲ୍ ବେଳେ ବେଗ କେତେ ରହିବ ସେନେଇ ଆଇଏମଡି ପକ୍ଷରୁ ଏବେ କୌଣସି ଆକଳନ କରାଯାଇ ନାହିଁ । ଆଜି ଅବପାତ ସୃଷ୍ଟି ହେବା ପରେ ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ପବନର ବେଗ ସଂପର୍କରେ ସ୍ପଷ୍ଟତା ଆସିବ ବୋଲି କୁହାଯାଇଛି।
#OTV#CycloneAlert#AndhraPradesh#BayOfBengal#CycloneUpdate#IMD#Landfall#OdishaWeather#WeatherForecast#StormWarning#OdishaNews#OdishaTV

A well-marked low-pressure area has formed over the Bay of Bengal and is expected to intensify into a depression today, followed by a deep depression tomorrow. The system may develop into a cyclonic storm on October 26 and move towards Andhra Pradesh, potentially reaching the coast by the morning of October 28. Wind speeds may reach 70–80 kmph, with gusts up to 90 kmph, by the morning of October 26. Winds could strengthen further as the system approaches the coast. However, the India Meteorological Department (IMD) has not yet forecast the wind speed at the time of landfall. A clearer picture of the cyclone’s likely track and intensity is expected after the depression forms.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।