iPhone: ମାସେ କରନ୍ତୁ ଅପେକ୍ଷା ଅଧାଦାମରେ ମିଳିବ ଆଇଫୋନ୍ !

Sep 24, 2026 - 18:41
iPhone: ମାସେ କରନ୍ତୁ ଅପେକ୍ଷା ଅଧାଦାମରେ ମିଳିବ ଆଇଫୋନ୍ !

"ଆଇଫୋନ୍ ପାଇଁ ଚିନ୍ତାରେ ଅଛନ୍ତି ?

ଏତେ ଟଙ୍କା ଦେଇ କେମିତି କିଣିବେ ଭାବୁଛନ୍ତି କି?

ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ।

ଅଧାଧାମରେ ଏଥର ମିଳିବ ଆଇଫୋନ୍ଆ।

ଆଇଫୋନ୍ 18 Pro ସିରିଜ୍ ଲଞ୍ଚ ହେବାପରେ ଏବେ ପୁରୁଣା ଆଇଫୋନ୍ ଉପରେ ଗ୍ରାହକଙ୍କ ନଜର ରହିଛି।

ସାଧାରଣତଃ ନୂଆ ଆଇଫୋନ୍ ଲଞ୍ଚ ହେବା ପରେ ପୁରୁଣା ମଡେଲ୍ର ଦାମ କମିବା ଆଶା ରହିଥାଏ।

କିନ୍ତୁ ଏଥର ନୂଆ ମଡେଲ୍ ସହିତ ଏଆଇ ଫିଚରକୁ ନେଇ ଚର୍ଚ୍ଚା ବଢ଼ିଥିବା ବେଳେ  ପୁରୁଣା ଆଇଫୋନ୍ ଗୁଡ଼ିକର ଦାମ୍ ଏବେବି ସମ୍ପୂର୍ଣ୍ଣ ଶସ୍ତା ହୋଇନାହିଁ।

ଯଦି ଆପଣ ଆଇଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ କରିବେ କଣ ?

ଏବେ କିଣିବେ ନା  ଅକ୍ଟୋବର ସେଲ୍ ପର୍ଯ୍ୟନ୍ତ ଅପେକ୍ଷା କରିବେ?

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।