ITTF: ଆଇଟିଟିଏଫ୍ ବିଶ୍ବ ପାରା ଫ୍ୟୁଚରରେ ଭାରତକୁ ୧୬ ପଦକ

Aug 31, 2026 - 15:13
ITTF: ଆଇଟିଟିଏଫ୍ ବିଶ୍ବ ପାରା ଫ୍ୟୁଚରରେ ଭାରତକୁ ୧୬ ପଦକ

"ଲାହଟି: ଫିନଲାଣ୍ଡର ଲାହଟିଠାରେ ଅନୁଷ୍ଠିତ ଆଇଟିଟିଏଫ୍ ବିଶ୍ବ ପାରା ଫ୍ୟୁଚରଟେବୁଲ ଟେନିସ ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ମୋଟ ୧୬ଟି ପଦକ ଜିତିଛନ୍ତି।

ଏଥିରେ ୬ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ରହିଛି।

ଏକକ ବର୍ଗରୁ ଭାରତକୁ ୧୦ଟି ପଦକ ମିଳିଥିବା ବେଳେ ଯୁଗଳ ବର୍ଗରେ ଭାରତୀୟ ଖେଳାଳିମାନେ ୬ଟି ପଦକ ହାସଲ କରିଛନ୍ତି।Advertisment ଟେବୁଲ ଟେନିସ ପ୍ରତିଯୋଗିତାରେ ଭାରତକୁ ସ୍ୱର୍ଣ୍ଣ ପଦକ  ଯୁଗଳ ବର୍ଗର ପଦକ ମଧ୍ୟରେ ୨ଟି ସ୍ୱର୍ଣ୍ଣ ପଦକ ରହିଛି।

ପୁରୁଷ ଯୁଗଳ ବର୍ଗରେ ରମେଶଭାଇ ଚୌଧୁରୀ ଓ ସୁମିତ ସେହଗଲ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଏହାସହ ସୁମିତ ସେହଗଲ ମିଶ୍ରିତ ଯୁଗଳ ବର୍ଗରେ ଦୀପିକାରାଣୀ ରାମନାଥନଙ୍କ ସହ ମିଶି ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଭେନସ୍‌ ୟୁଏସ୍‌ ଓପନ୍‌ରେ ବିପର୍ଯ୍ୟୟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।