Jail DG Inspects Choudwar Prison: ଜେଲ୍ ଅଧୀକ୍ଷକଙ୍କ ଗିରଫ ପରେ ଚୌଦ୍ୱାର ଜେଲ୍ ଅନୁଧ୍ୟାନ କଲେ ଜେଲ୍ ଡିଜି

Sep 21, 2026 - 17:47
Jail DG Inspects Choudwar Prison: ଜେଲ୍ ଅଧୀକ୍ଷକଙ୍କ ଗିରଫ ପରେ ଚୌଦ୍ୱାର ଜେଲ୍ ଅନୁଧ୍ୟାନ କଲେ ଜେଲ୍ ଡିଜି

ଚୌଦ୍ୱାର ଜେଲ୍ ଅନୁଧ୍ୟାନ କଲେ ଜେଲ୍ ଡିଜି। ଚୌଦ୍ବାର ଜେଲ୍ ଅନୁଧ୍ୟାନ ପାଇଁ ପହଞ୍ଚିଲେ ଜେଲ୍ ଡିଜି ସୁଶାନ୍ତ ନାଥ। ଗତକାଲି ଗିରଫ ହୋଇଥିଲେ ଜେଲ୍ ଅଧୀକ୍ଷକ ସୁଜିତ ରାଉଳ। ଗିରଫ ଅଧୀକ୍ଷକ ସେହି ଜେଲରେ ବିଚାରାଧୀନ ଭାବେ ରହିଛନ୍ତି। ଏହାପରେ ଜେଲ ଅନୁଧ୍ୟାନ ପାଇଁ ପହଞ୍ଚିଛନ୍ତି ଜେଲ ଡିଜି ସୁଶାନ୍ତ ନାଥ।

  • ଚୌଦ୍ବାର ଜେଲ୍ ଅନୁଧ୍ୟାନ: ପହଞ୍ଚିଲେ ଜେଲ୍ ଡିଜି
  • ଚୌଦ୍ବାର ଜେଲ୍ ଅନୁଧ୍ୟାନ ପାଇଁ ପହଞ୍ଚିଲେ ଜେଲ୍ ଡିଜି ସୁଶାନ୍ତ ନାଥ
  • କାଲି ଗିରଫ ହୋଇଥିଲେ ଜେଲ୍ ଅଧୀକ୍ଷକ ସୁଜିତ ରାଉଳ
  • ଗିରଫ ଅଧୀକ୍ଷକ ସେହି ଜେଲ୍ ରେ ବିଚାରାଧୀନ ଭାବେ ରହିଛନ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।