Jaleswar Police SI Transferred: ନାବାଳିକା ହତ୍ୟା ମାମଲାରେ ଆକ୍ସନ୍! ଦାୟିତ୍ୱରେ ଅବହେଳା ପାଇଁ SIଙ୍କ ବଦଳି
ଜଳେଶ୍ୱରରେ ନାବାଳିକା ହତ୍ୟା ମାମଲାରେ SIଙ୍କ ବଦଳି।
ଦାୟିତ୍ବରେ ଅବହେଳା ପାଇଁ ନାମ୍ପ ଫାଣ୍ଡି SI କରଣ ମାରାଣ୍ଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ।
ଜିଲ୍ଲା ମୁଖ୍ୟାଳୟକୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ବାଲେଶ୍ବର ଏସ୍ ପି।
Advertisment ୫ ଦିନ ହେବ ନିଖୋଜ ନାବାଳିକାଙ୍କ ମୃତଦେହ ଗତକାଲି ଜଙ୍ଗଲରୁ ମିଳିଥିଲା।
ପରିବାର ଲୋକ ଅଭିଯୋଗ କରିଥିଲେ ମଧ୍ୟ FIR ରଖି ନଥିଲା ପୋଲିସ।
ଗତକାଲି ମୃତଦେହ ମିଳିବା ପରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।
୧୮ ତାରିଖ ଦିନ ଝିଅ ଡ୍ୟାନ୍ସ କ୍ଲାସକୁ ଯାଇ ନିଖୋଜ ହୋଇଥିଲେ।
ଗତକାଲି ତାଙ୍କ ମୃତ ଦେହ ମିଳିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।