Janamancha: College Elections When? 8 Years Without Student Union Polls in Odisha
#କଲେଜ_ଇଲେକ୍ସନ୍_କେବେ ? #ଜନମଞ୍ଚ
ଗଣତନ୍ତ୍ରର ପ୍ରଥମ ଅଧିକାର...ନିଜ ପ୍ରତିନିଧି ନିଜେ ବାଛିବା। ହେଲେ ଆମ ରାଜ୍ୟର କଲେଜ୍ କ୍ୟାମ୍ପସରେ ୮ ବର୍ଷ ହେଲା ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରରେ ତାଲା । ଦାବି ଅଛି.. ପ୍ରତିବାଦ ଅଛି.. ହେଲେ ଭୋଟ୍ ନାହିଁ। ପୂର୍ବ ବିଜେଡି ସରକାର, କ୍ୟାମ୍ପସରେ ହିଂସା ଏବଂ କୋଭିଡ୍ ଆଳରେ ୬ ବର୍ଷ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖିଲେ। ଆଉ ୨୦୨୪ରୁ, ବିଜେପି ସରକାରରେ ବି ୨ ବର୍ଷ ହେଲା ଭୋଟ ବନ୍ଦ। ସରକାର କହୁଛନ୍ତି ସକରାତ୍ମକ ଅଛୁ। କିନ୍ତୁ ପ୍ରଶ୍ନ.. ଛାତ୍ର ରାଜନୀତି ଯଦି ଆଗାମୀ ନେତୃତ୍ୱର ପ୍ରୟୋଗଶାଳା, ତେବେ ସେହି ପ୍ରୟୋଗଶାଳାରେ ଗଣତନ୍ତ୍ରର ଦ୍ବାର ବନ୍ଦ କାହିଁକି ? ଛାତ୍ରଙ୍କୁ ନିଜ ନେତା ବାଛିବାର ଅଧିକାର କେବେ ମିଳିବ ? ସରକାର ବଦଳିଲା.. ହେଲେ ଭୋଟରେ ପଡ଼ିଥିବା ତାଲା କାହିଁକି ଖୋଲିଲାନି ? ସକରାତ୍ମକ କହି କାହିଁକି ସମୟ ଗଡ଼ାଉଛନ୍ତି ସରକାର। କ୍ୟାମ୍ପସ୍ ହିଂସାକୁ ଡର ନା ଛାତ୍ରଙ୍କ ରାୟକୁ ଭୟ। ଆଜି ଜନମଞ୍ଚର ସିଧା ପ୍ରଶ୍ନ.. ଏବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ତ ? ଯଦି ହେବ.. କେବେ ? ଆଉ ଯଦି ହେବନି.. କାହିଁକି ହେବନି ? ଆଜି ଜବାବ ମାଗୁଛନ୍ତି ଛାତ୍ର ଓ ଛାତ୍ରନେତା। ଦେଖନ୍ତୁ ଜନମଞ୍ଚର ମହାବିତର୍କ- କଲେଜ ଇଲେକ୍ସନ୍ କେବେ ?
#Odisha#OdishaNews#EducationNews#StudentNews#CollegeNews#PoliticalNews#Janamancha#OdishaTV#OTV
For eight years, student union elections have remained suspended across college campuses in Odisha, raising questions over students' democratic right to elect their representatives. The previous BJD government kept the elections suspended for six years, citing campus violence and COVID, while the BJP government has also completed two years since 2024 without polls.
The government says it is positive about holding the elections, but students and student leaders are demanding a clear answer: Will the elections be held this year? If yes, when? And if not, why not?
If student politics is considered a laboratory for future leadership, why is the door to democracy still closed in that laboratory? Janamanch raises the direct question—College Elections When?
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।