JeM Bahawalpur Headquarters Rebuilt 15 Months After Operation Sindoor
#ଭାରତ_ଧ୍ୱଂସ_କରିଦେଇଥିଲା #ଆତଙ୍କୀ_ଆଡ୍ଡାକୁ_ସଜାଡ଼ିଲାଣି_ପାକିସ୍ତାନ
ଭାରତ ଧ୍ୱଂସ କରିଦେଇଥିଲା, ପାକିସ୍ତାନ ପୁଣି ସଜାଡ଼ିଲାଣି । ଅପରେସନ୍ ସିନ୍ଦୂରରେ ମାଟିରେ ମିଶିଥିବା ଜୈସ ଆଡ୍ଡାକୁ ପୁଣି ଚକାଚକ୍ କରି ପ୍ରସ୍ତୁତ କରିଦେଇଛି ପାକିସ୍ତାନ । ପାକିସ୍ତାନ ବାହାୱଲପୁରଠାରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ କେନ୍ଦ୍ରର ପୁନରୁଦ୍ଧାର କରିଛି ପାକ୍ । ଯାହାର ଚିତ୍ର ସାମ୍ନାକୁ ଆସିବା ପରେ ପଦାରେ ପଡ଼ିଛି ପାକିସ୍ତାନର ଆତଙ୍କବାଦୀ ପ୍ରେମ । ପହଲଗାମ ହମଲା ପରେ ପାକିସ୍ତାନରେ ପଶି ଅପରେସନ ସିନ୍ଦୂର କରିଥିଲା ଭାରତ। ୯ଟି ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରି ମାଟିରେ ମିଶାଇ ଦିଆଯାଇଥିଲା। ଯେଉଁଥିରେ ଥିଲା ୧୫ ଏକର ପରିମିତ ବାହାୱଲପୁରରେ ଥିବା ଜୈସ-ଇ-ମହମ୍ମଦର ମୁଖ୍ୟାଳୟ । ତେବେ ଅପରେସନ ସିନ୍ଦୂରର ପ୍ରାୟ ୧୫ ମାସ ପରେ ଏହି ଆତଙ୍କବାଦୀ ଶିବିରକୁ ପୁନର୍ବାର ନିର୍ମାଣ କରାଯାଇଛି। ସାମ୍ନାକୁ ଆସିଥିବା ନୂଆ ଚିତ୍ର ଅନୁସାରେ ଆକ୍ରମଣରେ ଭାଙ୍ଗିଯାଇଥିବା ବିଲଡିଂକୁ ପୁଣି ନିର୍ମାଣ କରାଯାଇଛି। ଏଥିପାଇଁ ପାକିସ୍ତାନ ୨୫ କୋଟି ଟଙ୍କା ପ୍ରଦାନ କରିଥିବା ସୂଚନା ମିଳିଛି । କ୍ଷତିଗ୍ରସ୍ତ ଘର ଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେହି ସ୍ଥାନରେ ନୂତନ କୋଠା ତିଆରି କରାଯାଇଛି। ପାକିସ୍ତାନର ଏଭଳି ଆତଙ୍କୀ ପ୍ରେମ ପୁଣି ଥରେ ମୁଖା ଖୋଲିଦେଇଛି ।
#OperationSindoor#JaishEMohammed#Bahawalpur#Pakistan#TerrorBase#JeMHeadquarters#Pahalgam#OdishaNews#OdishaTV#OTV
The Jaish-e-Mohammed headquarters in Bahawalpur, Pakistan, reportedly damaged during India’s Operation Sindoor, has been rebuilt around 15 months after the operation. Recent images reportedly show the damaged structures restored, including reconstruction of buildings affected in the strikes. The Odia report says Pakistan provided ₹25 crore for the reconstruction, a claim attributed to available information and not independently established in the source. Operation Sindoor had targeted nine terrorist facilities following the Pahalgam terror attack, according to the report. The rebuilding of the Bahawalpur facility has once again drawn attention to the alleged restoration of terrorist infrastructure in Pakistan. The actual extent and nature of the reconstruction are based on reported images and intelligence inputs.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।