Kali Puja Celebrations Across Odisha: ଆଜି ପବିତ୍ର ଦୀପାବଳି ସହ କାଳୀପୂଜା, ଭଦ୍ରକାଳୀ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

Nov 08, 2026 - 13:43
Kali Puja Celebrations Across Odisha: ଆଜି ପବିତ୍ର ଦୀପାବଳି ସହ କାଳୀପୂଜା, ଭଦ୍ରକାଳୀ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଆଜି କାଳୀପୂଜା।

ରାଜ୍ୟର ବିଭିନ୍ନ ସ୍ଥାନରେ ବେଶ ଧୁମଧାମରେ ମାଆ କାଳୀଙ୍କୁ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି।

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି।

Advertisment ସେହିପରି ଭୁବନେଶ୍ବର ସ୍ଥିତ ବରମୁଣ୍ଡାରେ ଥିବା କାଳୀ ମନ୍ଦିରରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଚାଲିଛି।

ମାଆଙ୍କ ଦର୍ଶନ ଲାଗି ଭିଡ ଲଗାଇଛନ୍ତି ଶ୍ରଦ୍ଧାଳୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।