Kantamal BDO Suspended: କଣ୍ଟାମାଳ BDO ସାମି ରେଡ୍ଡୀ ଜୟଶ୍ରୀ ନିଲମ୍ବିତ, ସରକାରଙ୍କ ବଡ଼ ଆକ୍ସନ
କଣ୍ଟାମାଳ ବିଡିଓ ନିଲମ୍ବିତ।
ବୌଦ୍ଧ କଣ୍ଟାମାଳ BDO ସାମି ରେଡ୍ଡୀ ଜୟଶ୍ରୀ ନିଲମ୍ବିତ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆକ୍ସନ ନିଆଯାଇଛି।
ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ପ୍ରସ୍ତାବିତ ଥିବାରୁ ହେଲେ ନିଲମ୍ବନ।
ନିଲମ୍ବନ ଅବଧିରେ ତାଙ୍କ ମୁଖ୍ୟାଳୟ ସମ୍ବଲପୁରସ୍ଥିତ ରାଜସ୍ୱ ଡିଭିଜନାଲ କମିଶନରଙ୍କ କାର୍ଯ୍ୟାଳୟ ରହିବ।
ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ।
ଏହି ସମୟରେ ନିୟମ ଅନୁଯାୟୀ ତାଙ୍କୁ ମିଳିବ ଜୀବିକା ନିର୍ବାହ ଭତ୍ତା।
Advertisment ସେପଟେ ତାଙ୍କ ବିରୋଧରେ ଥିବା ଅଭିଯୋଗ ସମ୍ପର୍କିତ ଚାର୍ଜ ଓ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରିବାକୁ ବୌଦ୍ଧ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି।
ତେବେ କେଉଁ ନିର୍ଦ୍ଦିଷ୍ଟ କାରଣରୁ ଏହି ନିଲମ୍ବନ ହୋଇଛି, ତାହା ସରକାରୀ ଆଦେଶରେ ସ୍ପଷ୍ଟ ହୋଇନାହିଁ।
କଣ୍ଟାମାଳ BDO ନିଲମ୍ବିତ ବୌଦ୍ଧ କଣ୍ଟାମାଳ BDO ସାମି ରେଡ୍ଡୀ ଜୟଶ୍ରୀ ନିଲମ୍ବିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆକ୍ସନ ବିଭାଗୀୟ ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ପ୍ରସ୍ତାବିତ ଥିବାରୁ ହେଲେ ନିଲମ୍ବନ ନିଲମ୍ବନ ଅବଧିରେ ସମ୍ବଲପୁର RDCଙ୍କ କାର୍ଯ୍ୟାଳୟରେ ରହିବେ ବିନା ଅନୁମତିରେ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।