‘Lady Singham’ Ankita Sharma Faces Questions: ଦଶହରାରେ AK-47 ଚଳାଇଲେ, ଏବେ ମହିଳା IPS ଅଙ୍କିତା ଶର୍ମାଙ୍କୁ ନୋଟିସ୍

Oct 23, 2026 - 16:51
‘Lady Singham’ Ankita Sharma Faces Questions: ଦଶହରାରେ AK-47 ଚଳାଇଲେ, ଏବେ ମହିଳା IPS ଅଙ୍କିତା ଶର୍ମାଙ୍କୁ ନୋଟିସ୍

ଦଶହରା ସମୟରେ AK-47 ଚଳାଇଥିବା ମହିଳା IPS ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍।

ଛତିଶଗଡର ରାଜନନ୍ଦଗାଓଁ ଏସପି ଅଙ୍କିତା ଶର୍ମାଙ୍କ AK-47 ରାଇଫଲରୁ ଫାଙ୍କା ଗୁଳିଚାଳନା କରିଥିଲେ।

ବିଜୟାଦଶମୀ ଦିନ ଶସ୍ତ୍ର ପୂଜା ସମୟରେ ରାଇଫଲରୁ ଆକାଶକୁ ଗୁଳି ଚଳାଇବାର ଏକ ଭିଡିଓ ଭାଇରାଲ ହୋଇଥିଲା।

ଏହି ଘଟଣାରେ ଛତିଶଗଡ ପୋଲିସ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି।

Advertisment ପୋଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏଭଳି କାର୍ଯ୍ୟ ଅସ୍ତ୍ରଶସ୍ତ୍ର ପରିଚାଳନା ନିୟମ ଉଲ୍ଲଘଂନ କରିଛି।

ଏଥିପାଇଁ ଅଧିକାରୀଙ୍କୁ ସ୍ପଷ୍ଟୀକରଣ ମଗାଯାଇଛି।

ଜଣେ ଏସପି ହୋଇ ଏଭଳି କାର୍ଯ୍ୟ କରିବା ପୋଲିସ ବାହିନୀର ମର୍ଯ୍ୟାଦାକୁ ପ୍ରଭାବିତ କରିଥିବା ଦର୍ଶାଯାଇଛି।

ସୁରକ୍ଷା ପ୍ରୋଟୋକଲ ପ୍ରତି ସ୍ପଷ୍ଟ ଅବମାନନା ଉପରେ ସ୍ପଷ୍ଟୀକରଣ ଲୋଡାଯାଇଛି।

IPS ଅଙ୍କିତା ଶର୍ମାଙ୍କୁ ସେଠାକାର ଲୋକେ ଏବଂ ବିଭାଗରେ "ଲେଡି ସିଂଘମ" ବୋଲି କୁହନ୍ତି ।

ଦଶହରା ସମୟରେ AK-47 ଚଳାଇଲେ ମହିଳା IPS ଅଫିସର ମହିଳା IPS ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଛତିଶଗଡ ରାଜନନ୍ଦଗାଓଁ ଏସପି ଅଙ୍କିତା ଶର୍ମାଙ୍କୁ ନୋଟିସ୍ ଅଙ୍କିତା ଶର୍ମାଙ୍କ AK-47 ଚଳାଇବାର ଭିଡ଼ିଓ ଭାଇରାଲ ଭିଡ଼ିଓ ଭାଇରାଲ ପରେ କାରଣ ଦର୍ଶାଅ ନୋଟିସ୍ ଜାରି ଛତିଶଗଡ ପୋଲିସ ମୁଖ୍ୟାଳୟ ପକ୍ଷରୁ ନୋଟିସ୍ ଜାରି ....

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।