Vigilance Raid Uncovers Multiple Properties: ୫ ହଜାର ଟଙ୍କା ଦରମାରୁ ଚାକିରି ଆରମ୍ଭ, ଏବେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଗିରଫ
ଯାଜପୁର ବଡ଼ଚଣା R&B ସବ୍ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ।
ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ପରେ AEE ଗିରଫ ହୋଇଛନ୍ତି।
ରେଡ୍ ବେଳେ ଟ୍ୱିନ୍ ସିଟି ଓ ପୁରୀରେ ୩ଟି ବହୁତଳ କୋଠା ଠାବ ହୋଇଥିଲା।
୩ଟି ଦାମୀ ପ୍ଲଟ୍ ସହ ୧ ଏକର ଫାର୍ମ ହାଉସ୍ ମଧ୍ୟ ଠାବ ହୋଇଛି।
୭୪୭ ଗ୍ରାମ୍ ସୁନା, ୨୦ ଲକ୍ଷରୁ ଊର୍ଦ୍ଧ୍ବ ଜମା ଟଙ୍କା ଓ ୨ଟି ଚାରିଚକିଆ ଠାବ ହୋଇଛି।
Advertisment ୧୯୯୭ରେ କନିଷ୍ଠ ଯନ୍ତ୍ରୀ ଭାବରେ ଚାକିରି ଆରମ୍ଭ କରିଥିଲେ।
ମାସିକ ୫୦୦୦ ଟଙ୍କା ଦରମାରେ ଚାକିରି ଆରମ୍ଭ କରିଥିଲେ।
ଚାରିବାଟିଆ R&B ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଥିଲେ।
୨୦୧୮ ଓ ୨୦୨୨ରେ ପଦନ୍ନୋତି ପାଇଥିଲେ।
୨୦୨୩ ଅକ୍ଟୋବରରୁ ବଡ଼ଚଣା R&B ସବ-ଡିଭିଜନରେ AEE ଭାବେ କାର୍ଯ୍ୟରତ ଥିଲେ ତପନ ସେଠୀ।
ବଡ଼ଚଣା R&B ସବ୍ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ AEE ତପନ ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ପରେ ଗିରଫ ରେଡ୍ ବେଳେ ଟ୍ୱିନ୍ ସିଟି ଓ ପୁରୀରେ ୩ଟି ବହୁତଳ କୋଠା ଠାବ ୩ଟି ଦାମୀ ପ୍ଲଟ୍ ସହ ୧ ଏକର ଫାର୍ମ ହାଉସ୍ ମଧ୍ୟ ଠାବ ୭୪୭ ଗ୍ରାମ୍ ସୁନା, ୨୦ ଲକ୍ଷରୁ ଊର୍ଦ୍ଧ୍ବ ଜମା ଟଙ୍କା ଓ ୨ଟି ଚାରିଚକିଆ ଠାବ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।