Lalbaugcha Raja Revealed, Mumbai Turns Devotional as Lakhs Await Bappa’s Darshan
#ସାମ୍ନାକୁ_ଆସିଲେ_ଲାଲବାଗଚା_ରାଜା
ବର୍ଷକର ଅପେକ୍ଷାର ଅନ୍ତ । ଯେଉଁ ମୁହୂର୍ତ୍ତକୁ ନେଇ ମାସ ମାସ ଧରି ଅପେକ୍ଷା କରୁଥିଲେ ଭକ୍ତ, ଶେଷରେ ଆସିଛି ସେହି ବହୁ ପ୍ରତୀକ୍ଷିତ ସମୟ। ପରଦା ହଟିଲା, ସାମ୍ନାକୁ ଆସିଲେ ମୁମ୍ବାଇର ପ୍ରସିଦ୍ ‘ଲାଲବାଗଚା ରାଜା’। ବପ୍ପାଙ୍କ ପ୍ରଥମ ଦର୍ଶନ ମିଳିବା ମାତ୍ରେ ଭକ୍ତିମୟ ହୋଇଉଠିଛି ସମଗ୍ର ମୁମ୍ବାଇ। ଦେଶର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ବପ୍ପାଙ୍କ ଦର୍ଶନ ପାଇଁ ଲାଲବାଗ ଅଭିମୁଖେ ଛୁଟି ଆସିଛନ୍ତି। ବପ୍ପାଙ୍କ ଚରଣରେ ନିଜ ପରିବାରର ମଙ୍ଗଳ କାମନା କରୁଛନ୍ତି ସମସ୍ତେ । ଦର୍ଶନର ଗୋଟିଏ ଝଲକ ପାଇବା ପାଇଁ ଦୀର୍ଘ ଧାଡ଼ିରେ ଅପେକ୍ଷା କରୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ମହାରାଷ୍ଟ୍ରରେ ଗଣେଶ ଉତ୍ସବର ବିଶେଷ ଆକର୍ଷଣ ହେଉଛନ୍ତି ଲାଲବାଗଚା ରାଜା। ମୁମ୍ବାଇର ଲାଲବାଗ ଅଞ୍ଚଳରେ ଆୟୋଜିତ ଏହି ଗଣେଶ ପୂଜାକୁ ନେଇ ପ୍ରତିବର୍ଷ ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳେ ଅପାର ଉତ୍ସାହ। ବପ୍ପାଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଭିଡ଼ରେ ଉତ୍ସବର ରଙ୍ଗ ଆହୁରି ଗାଢ଼ ହୋଇଯାଏ।
#LalbaugchaRaja#GaneshPuja#GaneshChaturthi#Bappa#Mumbai#GaneshFestival#Lalbaug#GanpatiBappaMorya#Maharashtra#GaneshUtsav#OdishaTV#OTV
The year-long wait of devotees has ended as Mumbai’s famous Lalbaugcha Raja has been unveiled, marking the much-awaited first darshan of Bappa. Devotees from different parts of the country have reached Lalbaug to seek blessings and pray for the well-being of their families. Lakhs of devotees are waiting in long queues for a glimpse of Lalbaugcha Raja, one of the biggest attractions of the Ganesh festival in Maharashtra. The annual Ganesh Puja at Lalbaug in Mumbai draws immense enthusiasm, with devotees travelling from far and wide to be part of the celebrations and seek Bappa’s darshan.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।