LED Streetlight Scam: LED ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ବ୍ୟାପକ ଦୁର୍ନୀତି, କେନ୍ଦୁଝରରୁ ଆଉ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ

Jun 26, 2026 - 18:19
LED Streetlight Scam: LED ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ବ୍ୟାପକ ଦୁର୍ନୀତି, କେନ୍ଦୁଝରରୁ ଆଉ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ

LED ଦୁର୍ନୀତିରେ ଆଉ ଜଣେ ଗିରଫ। LED ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ବ୍ୟାପକ ଦୁର୍ନୀତି। କେନ୍ଦୁଝରରୁ ଆଉ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ। ମାୟା ଟ୍ରେଡର୍ସର ଠିକାଦାର ବିଭୂତି ଭୂଷଣ ବିଶ୍ବାଳ ଗିରଫ ହୋଇଛନ୍ତି । ୨୦୨୧-୨୩ରେ 'ଆମ ଗାଁ ଆମ ବିକାଶ' ଯୋଜନା ଅଧୀନରେ ହୋଇଛି ଦୁର୍ନୀତି।

କେନ୍ଦୁଝର, ନୟାଗଡ଼, ଯାଜପୁର ଜିଲ୍ଲାର ୫୦ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରାଯାଇଛି। ଗତକାଲି ୩ ଠିକାଦାରଙ୍କୁ ବାନ୍ଧିଥିଲା ଭିଜିଲାନ୍ସ। ଭିଜିଲାନ୍ସ ବିଭାଗ ପ୍ରାରମ୍ଭିକ ତଦନ୍ତ କରି ୩ କୋଟି ଟଙ୍କା ଅର୍ଥ ଆତ୍ମସାତ ହୋଇଥିବା ଜାଣିବାକୁ ପାଇଥିଲା। 

LED ଦୁର୍ନୀତିରେ ଆଉ ଜଣେ ଗିରଫ

ମାୟା ଟ୍ରେଡର୍ସର ଠିକାଦାର ବିଭୂତି ଭୂଷଣ ବିଶ୍ବାଳ ଗିରଫ
୨୦୨୧-୨୩ରେ 'ଆମ ଗାଁ ଆମ ବିକାଶ' ଯୋଜନା ଅଧୀନରେ ଦୁର୍ନୀତି
କେନ୍ଦୁଝର, ନୟାଗଡ଼, ଯାଜପୁର ଜିଲ୍ଲାର ୫୦ଟି ସ୍ଥାନରେ ଭିଜିଲାନ୍ସ ରେଡ୍
ଗତକାଲି ଯାଜପୁରରୁ ୩ ଠିକାଦାରଙ୍କୁ ବାନ୍ଧିଥିଲା ଭିଜିଲାନ୍ସ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।