Liquor Sale Sparks Massive Protest: ଗାଁରେ ମଦ ବିକ୍ରିକୁ ନେଇ ତାତିଲେ ଲୋକେ, ଭାଙ୍ଗିଦେଲେ ମଦ ବିକ୍ରି ଘର
ଗାଁରେ ମଦ ବିକ୍ରିକୁ ନେଇ ତେଜିଲା ଅସନ୍ତୋଷ।
ମଦ ବିକ୍ରି ହେଉଥିବା ଘର ଭାଙ୍ଗିବା ସହ ରାସ୍ତା ଅବରୋଧ କଲେ ଗ୍ରାମବାସୀ।
ନୟାଗଡ଼ ଜିଲ୍ଲା ମୁଥାଗାଡ଼ିଆ ପଞ୍ଚାୟତ ଜୟପୁର ଗ୍ରାମବାସୀଙ୍କ ପ୍ରତିବାଦ।
ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।
ଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା।
Advertisment ଖବର ପାଇ ଟାଉନ ଥାନା ପୋଲିସ ଓ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।
ଗାଁରେ ମଦ ବିକ୍ରି ବନ୍ଦ କରିବାକୁ ଆବଶ୍ୟକ ପଦକ୍ଷେପ ନେବାର ପ୍ରତିଶ୍ରୁତି ମିଳିବା ପରେ ଗ୍ରାମବାସୀ ରାସ୍ତାରୋକରୁ ହଟିଥିଲେ।
ଗାଁରେ ମଦ ବିକ୍ରିକୁ ନେଇ ତେଜିଲା ଅସନ୍ତୋଷ ମଦ ଦୋକାନ ଭାଙ୍ଗିବା ସହ ରାସ୍ତା ଅବରୋଧ ନୟାଗଡ଼ ମୁଥାଗାଡ଼ିଆ ପଞ୍ଚାୟତ ଜୟପୁର ଗାଁରେ ପ୍ରତିବାଦ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ରାଜପଥ ଅବରୋଧ ପୋଲିସର ବୁଝାସୁଝା ପରେ ହଟିଲା ରାସ୍ତାରୋକ Advertisment ମଦ ବିକ୍ରିକୁ ବିରୋଧ ଗ୍ରାମବାସୀଙ୍କ ରାସ୍ତାରୋକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।