Little Sister Subhadra Ties Rakhi to Jaga: ଜଗାକୁ ରାକ୍ଷୀ ବାନ୍ଧିଲା କୁନି ଭଉଣୀ ସୁଭଦ୍ରା, ଭାଇଭଉଣୀଙ୍କ ସ୍ନେହରେ ଖୁସିର ମୁହୂର୍ତ୍ତ

Aug 28, 2026 - 22:27

କନ୍ଧମାଳ ଫିରିଙ୍ଗିଆର ମେଲୁପଡ଼ାର ବହୁ ଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଶିଶୁ ଜଗାକୁ ଆଜି ତାର କୁନି ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧିଛି !ଯାହାକୁ ନେଇ ଜଗା ଆଜି ବହୁତ ଖୁସି ଅଛି । ଶୁଣନ୍ତୁ କଣ କହୁଛନ୍ତି ଦୁଇ ଭାଇ ଭଉଣୀ ଜଗା ସୁଭଦ୍ରା।

author-image
Manoj Kumar Rout
28 Aug 2026 22:10 IST