Love-Sex-Deception Complaint Sparks Action: ଲଭ୍ -ସେକ୍ସ-ଧୋକା ଅଭିଯୋଗ, ଥାନାରେ ଅଟକ ପୋଲିସ SI

Aug 22, 2026 - 15:28
Love-Sex-Deception Complaint Sparks Action: ଲଭ୍ -ସେକ୍ସ-ଧୋକା ଅଭିଯୋଗ, ଥାନାରେ ଅଟକ ପୋଲିସ SI

ବାରିପଦା ଟାଉନ୍ ଥାନା ଲଭ୍ -ସେକ୍ସ-ଧୋକା ମାମଲାରେ ପୋଲିସ ଏସ.ଆଇ ଅଟକ। ଜଣେ ମହିଳାଙ୍କ ଅଭିଯୋଗ ପରେ SI ପ୍ରଭାତ ନାୟକ ଟାଉନ୍  ଥାନାରେ ଅଟକ ଅଛନ୍ତି । ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ତାଙ୍କ ନାଁରେ ଅଭିଯୋଗ ହୋଇଛି । କିଛି ବ୍ୟକ୍ତି ସମାଜସେବୀ କହି ବିବାହ କରାଇଥିବା ମଧ୍ୟ ଅଭିଯୋଗ ହୋଇଛି।

SI ପ୍ରଭାତ ନାୟକ ପ୍ରତାରଣା ଦେବା ପରେ ଥାନାର ଦ୍ବାରସ୍ଥ ହୋଇଥିଲେ ସମ୍ପୃକ୍ତ ମହିଳା। ମୟୂରଭଞ୍ଜ SPଙ୍କ ନିକଟରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। SI ଓ ତାଙ୍କ ସମ୍ପର୍କୀୟଙ୍କ ସମେତ ମୋଟ୍ ୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ... 

ଲଭ୍ -ସେକ୍ସ-ଧୋକା; SI ଅଟକ
ବାରିପଦା ଟାଉନ୍ ଥାନା SIଙ୍କ ନାଁରେ ଲଭ୍ -ସେକ୍ସ-ଧୋକା ଅଭିଯୋଗ
ମହିଳାଙ୍କ ଅଭିଯୋଗ ପରେ SI ପ୍ରଭାତ ନାୟକ ଟାଉନ୍  ଥାନାରେ ଅଟକ
ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ
କିଛି ବ୍ୟକ୍ତି ସମାଜସେବୀ କହି ବିବାହ କରାଇଥିବା ମଧ୍ୟ ଅଭିଯୋଗ
SI ପ୍ରଭାତ ନାୟକ ପ୍ରତାରଣା ଦେବା ପରେ ଥାନାର ଦ୍ବାରସ୍ଥ ମହିଳା
ମୟୂରଭଞ୍ଜ SPଙ୍କ ନିକଟରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ
SI, ସମ୍ପର୍କୀୟଙ୍କ ସମେତ ମୋଟ୍ ୭ ଜଣଙ୍କ ନାଁରେ ମାମଲା ରୁଜୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।