Major Blaze at Coal Dumping Yard: କୋଇଲା ଡମ୍ପିଂ ୟାର୍ଡରେ ଭୟାବହ ଅଗ୍ନିକାଣ୍ଡ, କୋଟି କୋଟି ଟଙ୍କାର କୋଇଲା ନଷ୍ଟ ହୋଇଥିବା ଅଭିଯୋଗ

Sep 04, 2026 - 16:50
Major Blaze at Coal Dumping Yard: କୋଇଲା ଡମ୍ପିଂ ୟାର୍ଡରେ ଭୟାବହ ଅଗ୍ନିକାଣ୍ଡ, କୋଟି କୋଟି ଟଙ୍କାର କୋଇଲା ନଷ୍ଟ ହୋଇଥିବା ଅଭିଯୋଗ

କୋଇଲା ଡମ୍ପିଂ ୟାର୍ଡରେ ଭୟାବହ ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳୁଛି କୋଇଲା। ଝାରସୁଗୁଡା ତଳବିରା କୋଇଲା ଡମ୍ପିଂ ୟାର୍ଡରେ ନିଆଁ ଲାଗିଛି।  ନିଆଁ ଲିଭା କାର୍ଯ୍ୟରେ ଦମକଳ ବାହିନୀ ନିୟୋଜିତ କରାଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଡମ୍ପିଂ ୟାର୍ଡର ଅନେକ ସ୍ଥାନରେ ନିଆଁ ଲାଗିଛି। ପୂରା ଆକାଶ ଧୂଆଁମୟ ହୋଇଯାଇଛି। କୋଟି କୋଟି ଟଙ୍କାର କୋଇଲା ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।  

କୋଇଲା ଡମ୍ପିଂ ୟାର୍ଡରେ ଭୟାବହ ଅଗ୍ନିକାଣ୍ଡ
ହୁତୁହୁତୁ ହୋଇ ଜଳୁଛି ଡମ୍ପିଂ ୟାର୍ଡ
କୋଟି କୋଟି ଟଙ୍କାର କୋଇଲା ନଷ୍ଟ ଅଭିଯୋଗ
ଜଳୁଛି ଝାରସୁଗୁଡା ତଳବିରା କୋଇଲା ଡମ୍ପିଂ ୟାର୍ଡ
ନିଆଁ ଲିଭା କାର୍ଯ୍ୟରେ ଦମକଳ ବାହିନୀ ନିୟୋଜିତ
ନିଆଁ ଲାଗିବାର କାରଣ ଅସ୍ପଷ୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।