Minor Boy Missing: ୨୦ ଘଣ୍ଟା ହେଲା ନାବାଳକ ନିଖୋଜ; ଖୋଜାଖୋଜି ଜାରି ରଖିଛି ଅଗ୍ନିଶମ ବାହିନୀ
୨୦ ଘଣ୍ଟା ହେଲା ନିଖୋଜ ନାବାଳକଙ୍କ ମିଳୁନି ପତ୍ତା। ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ନାଣ୍ଡୁଆ ନାଳରେ ଗତକାଲି ଭାସି ଯାଇଥିଲେ ଶୁକ୍ରା କାଲୁଣ୍ଡିଆ। ସାଙ୍ଗ ମାନଙ୍କ ସହ ଗଢୋଇବା ପାଇଁ ଯାଇଥିବା ବେଳେ ପାଣି ସ୍ରୋତରେ ଭାସିଯାଇଥିଲେ। ଗତକାଲି ଅଗ୍ନିଶମ ବାହିନୀ ଖୋଜା ଖୋଜି ପରେ ମଧ୍ୟ ପତ୍ତା ମିଳିନଥିଲା। ଆଜି ମଧ୍ୟ ଖୋଜା ଖୋଜି ଜାରି ରହିଛି।
- ୨୦ ଘଣ୍ଟା ହେଲା ନାବାଳକ ନିଖୋଜ
- ତିରିଂ ଥାନା ନାଣ୍ଡୁଆ ନାଳରେ ଭାସିଗଲେ
- ଗତକାଲିଠୁ ନିଖୋଜ ଅଛନ୍ତି ଶୁକ୍ରା କାଲୁଣ୍ଡିଆ
- ଖୋଜାଖୋଜି ଜାରି ରଖିଛି ଅଗ୍ନିଶମ ବାହିନୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।