02 SEPTEMBER 2026

Welcome!

Unlock your personalized experience.
Sign Up

Mount Kailash: କାହିଁକି ରହସ୍ୟରେ କୈଳାସ?

Aug 12, 2026 - 16:53
Mount Kailash: କାହିଁକି ରହସ୍ୟରେ କୈଳାସ?

ଆଜିର ମଣିଷ ଜହ୍ନରେ ପହଞ୍ଚି ସାରିଲାଣି। ଏଆଇ ଠାରୁ ଆରମ୍ଭ କରି ମହାକାଶ ବିଜ୍ଞାନ ପର୍ଯ୍ୟନ୍ତ ଅନେକ ଅସମ୍ଭବକୁ ସମ୍ଭବ କରି ସାରିଲାଣି। ବଡ଼ ବଡ଼ ପର୍ବତର ଶିଖରରେ ବି ନିଜ ପାଦଚିହ୍ନ ଛାଡ଼ିସାରିଲାଣି। କିନ୍ତୁ କୈଳାସ ଶିଖରକୁ ଏ ପର୍ଯ୍ୟନ୍ତ ଭେଦ କରିପାରିନାହିଁ। ଏହି ପର୍ବତ ଏଭରେଷ୍ଟ ଠାରୁ ସତରେ କଣ ଏହି ପର୍ବତକୁ କୌଣସି ଅଦୃଶ୍ୟ ଶକ୍ତି ଘେରି ରହିଛି? ନା ଏହା ପଛରେ ପ୍ରକୃତି, ଭୌଗୋଳିକ ପରିସ୍ଥିତି ଓ ଧାର୍ମିକ ଆସ୍ଥାର ଗଭୀର ପ୍ରଭାବ ରହିଛି ? ଆସନ୍ତୁ କୈଳାସର ଏହି ଅଜଣା କାହାଣୀ ବିଷୟରେ ଜାଣିବା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।