Music to Soothe Stressed Orangutans: ଓରାଙ୍ଗଉଟାନଙ୍କୁ ଦିଆଯିବ ମ୍ୟୁଜିକ ଥେରାପି, ଆଗ କରାଯିବ ଚାପରୁ ମୁକ୍ତ

Sep 10, 2026 - 14:30
Music to Soothe Stressed Orangutans: ଓରାଙ୍ଗଉଟାନଙ୍କୁ ଦିଆଯିବ ମ୍ୟୁଜିକ ଥେରାପି, ଆଗ କରାଯିବ ଚାପରୁ ମୁକ୍ତ

ନନ୍ଦନକାନନରେ ଥିବା ୫ ଓରାଙ୍ଗଉଟାନଙ୍କୁ ଦିଆଯିବ ମ୍ୟୁଜିକ ଥେରାପି। ଚାପ ଗ୍ରସ୍ତ ଯୋଗୁଁ ଆଜି ସ୍ଥଗିତ ରହିଲା ଓରାଙ୍ଗଉଟାନଙ୍କ ନମୁନା ସଂଗ୍ରହ ପ୍ରକ୍ରିୟା। ୧୦ ଦିନ ପରେ ଷ୍ଟ୍ରେସ ଫ୍ରି ହେବା ପରେ ସେମାନଙ୍କର ନମୁନା ସଂଗ୍ରହ କରାଯିବ। ବଣମଣିଷମାନେ ଚାପରେ ଥିବାରୁ ନମୁନା ନେବାକୁ ମନା କଲା ସେଣ୍ଟର ଅଫ୍ ୱାଇଲ୍ଡ ଲାଇଫ୍ ହେଲଥ କମିଟି।

ସେପଟେ ଓରାଙ୍ଗଉଟାନଙ୍କୁ ଭିସିରେ ଦେଖିବେ ମହୀଶୂର ଚିଡ଼ିଆଖାନାର ବିଶେଷଜ୍ଞ। ସେମାନଙ୍କ ମାନସିକ ଅବସ୍ଥା ପରଖିବେ ବିଶେଷଜ୍ଞ ।  ନନ୍ଦନକାନନ ଉପନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି।...

ଉଦ୍ଧାର ୫ ଓରାଙ୍ଗଉଟାନଙ୍କୁ ଦିଆଯିବ ମ୍ୟୁଜିକ ଥେରାପି
ଚାପ ଗ୍ରସ୍ତ ଯୋଗୁଁ ସ୍ଥଗିତ ରହିଲା ଓରାଙ୍ଗଉଟାନଙ୍କ ନମୁନା ସଂଗ୍ରହ
୧୦ ଦିନ ପରେ ଷ୍ଟ୍ରେସ ଫ୍ରି ହେବା ପରେ ହେବ ନମୁନା ସଂଗ୍ରହ
ଚାପରେ ଥିବାରୁ ନମୁନା ନେବାକୁ ମନା କଲା ବିଶେଷଜ୍ଞ ଟିମ୍
ମନା କଲା ସେଣ୍ଟର ଅଫ୍ ୱାଇଲ୍ଡ ଲାଇଫ୍ ହେଲଥ କମିଟି 
ଓରାଙ୍ଗଉଟାନଙ୍କୁ ଭିସିରେ ଦେଖିବେ ମହୀଶୂର ଚିଡ଼ିଆଖାନାର ବିଶେଷଜ୍ଞ
ସେମାନଙ୍କ ମାନସିକ ଅବସ୍ଥା ପରଖିବେ ବିଶେଷଜ୍ଞ ଦଳ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।