Mystery Deepens as Bound Body of Young Man Is Recovered: ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Aug 29, 2026 - 15:46
Mystery Deepens as Bound Body of Young Man Is Recovered: ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ହଳଦିଆ ଗାଁରେ ଅଭାବନୀୟ ଘଟଣା। ଖୁଣ୍ଟରେ ବନ୍ଧା ଯାଇଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ଚନ୍ଦନ ଦାସ । ତାଙ୍କୁ କେହି ହତ୍ୟା କରି ଖୁଣ୍ଟରେ ବାନ୍ଧି ଦେଇଥିବା ଅଭିଯୋଗ ହୋଇଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।.....

ଖୁଣ୍ଟରେ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର  
ମୃତକ ଯୁବକ ହେଲେ ଚନ୍ଦନ ଦାସ  
କେହି ହତ୍ୟା କରି ଖୁଣ୍ଟରେ ବାନ୍ଧି ଦେଇଥିବା ଅଭିଯୋଗ  
ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି 
ମାର୍ଶାଘାଇ ଥାନା ହଳଦିଆ ଗାଁର ଘଟଣା  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।