Name change: ବଦଳି ଯିବ ଓଡ଼ିଶାର ଏହି ପଡ଼ୋଶୀ ରାଜ୍ୟର ନାମ?
"କୋଲକାତା: ଭାରତୀୟ ଜନତା ପାର୍ଟି (ବିଜେପି)ର ପଶ୍ଚିମବଙ୍ଗ (ପଶ୍ଚିମବଙ୍ଗାଲ) ଶାଖାର ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ ରାଜ୍ୟର ନାମ ପରିବର୍ତ୍ତନ ନେଇ ବନ ବୟାନ ଦେଇଛନ୍ତି।
ସେ କହିଛନ୍ତି, ରାଜ୍ୟ ସରକାର ଖୁବ ଶୀଘ୍ର ବିଧାନସଭାରେ ଏକ ବିଲ୍ ଆଣିବେ, ଯେଉଁଥିରେ "ପଶ୍ଚିମ ବଙ୍ଗାଲ"ର ନାମ ପରିବର୍ତ୍ତନ କରି "ପଶ୍ଚିମବଙ୍ଗ" କରିବା ନେଇ ପ୍ରସ୍ତାବ ହେବ।
ସେ କହିଛନ୍ତି, ରାଜ୍ୟର ନାମ "ପଶ୍ଚିମବଙ୍ଗାଲ"କୁ ପରିବର୍ତ୍ତନ କରି ପଶ୍ଚିମବଙ୍ଗ କରାଯିବ।Advertisment Press meet: ସାମ୍ବିଧାନିକ ସଂସ୍ଥାକୁ ବଦନାମ କରିବାକୁ ଯୋଜନାବଦ୍ଧ ପ୍ରୟାସ: ବିଜେପି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।