Nana Patekar's Career Pivots: ସଂଘର୍ଷରୁ ସୁପରଷ୍ଟାର୍‌: ନାନା ପାଟେକରଙ୍କ ଅକୁହା କାହାଣୀ

Oct 08, 2026 - 15:02
Nana Patekar's Career Pivots: ସଂଘର୍ଷରୁ ସୁପରଷ୍ଟାର୍‌: ନାନା ପାଟେକରଙ୍କ ଅକୁହା କାହାଣୀ

"ନୂଆଦିଲ୍ଲୀ: ବିଶ୍ୱନାଥ ପାଟେକର ଅର୍ଥାତ୍‌ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ହଠାତ୍‌ ଦେହାନ୍ତ ହୋଇଛି।

ଅକ୍ଟୋବର ୮ ତାରିଖ ଭୋର ସମୟରେ ହୃ୍ଦଘାତ ଯୋଗୁଁ ନାନାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ସିନେମା ଜଗତର ଜଣେ ଶ୍ରେଷ୍ଠ ଅଭିନେତା ତଥା ଜଣେ ଭଲ ମଣିଷ ଭାବେ ନାନା ସର୍ବଦା ଅମର ରହିବେ।Advertisment ନାନା ପାଟେକର ରୂପେଲି ପରଦାରେ ରାଜ୍‌ କରିବା ପୂର୍ବରୁ ଅତି କମ୍‌ ବୟସରୁ ହିଁ ସେ ଜୀବନର କଠିନ ବାସ୍ତବତା ସହ ପରିଚିତ ହୋଇ ଯାଇଥିଲେ।

୧୯୫୧ ଜାନୁଆରି ୧ ତାରିଖରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା ଅନ୍ତର୍ଗତ ମୁରୁଡ-ଜଞ୍ଜିରାର ଏକ ମଧ୍ୟବିତ୍ତ ମରାଠୀ ପରିବାରରେ ନାନା ପାଟେକରଙ୍କ ଜନ୍ମ ହୋଇଥିଲା।

୨୦୨୪ରେ ଦେଇଥିବା ଏକସାକ୍ଷାତକାରରେ ନାନା ସେହି ଦିନଗୁଡ଼ିକୁ ମନେ ପକାଇ କହିଥିଲେ ଯେ, ମାତ୍ର ୧୩ ବର୍ଷ ବୟସରୁ ସେ କାମ କରିବା ଆରମ୍ଭ କରିଥିଲେ।

ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା।

ମାଆଙ୍କ କଷ୍ଟ ଦେଖି ସେ ଆଉ ଘ‌ରେ ରହିପାରି ନଥିଲେ।

ତେଣୁ ପରିବାରକୁ ସହଯୋଗ କରିବା ପାଇଁ ମାତ୍ର ୧୩ ବର୍ଷ ବୟସରେ ସେ କାମ ଖୋଜିବା ଆରମ୍ଭ କରିଥିଲେ।

ଘରଠାରୁ ୮ କିଲୋମିଟର ଦୂରରେ ତାଙ୍କୁ ମିଳିଥିଲା କାମ।

କର୍ମସ୍ଥଳୀକୁ ଯିବା-ଆସିବା ପାଇଁ ତାଙ୍କୁ ପ୍ରତିଦିନ ପ୍ରାୟ ୧୬ କିଲୋମିଟର ପାଦରେ ଚାଲିବାକୁ ପଡ଼ିଥାଏ।

ଏହି କାମ ପାଇଁ ତାଙ୍କୁ  ମାସରୁ ମାତ୍ର ୩୫ ଟଙ୍କା ମିଳୁଥିଲା।

ସେତେବେଳେ ସେ ସିନେମାର ପୋଷ୍ଟରକୁ ରଙ୍ଗ କରିବାର କାମ କରୁଥିଲେ।

୮୦ କୋଟିରୁ ଅଧିକ ସମ୍ପତ୍ତି ନାନା ପାଟେକରଙ୍କ ଆରମ୍ଭ ଦିନଗୁଡ଼ିକ ଅତ୍ୟନ୍ତ କଷ୍ଟକର ଥିଲା।

ତେବେ ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୮୦ କୋଟି ଟଙ୍କାରୁ ଅଧିକ ବୋଲି ଦାବି କରାଯାଇଛି।

ଅର୍ଥାତ୍‌, ସଂଘର୍ଷରୁ ସଫଳତା ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଥିଲା ପ୍ରେରଣାଦାୟକ।

ପାଠପଢ଼ା ପରେ ଆମେରିକାରେ ରହିବାକୁ ଚାହୁଁଥିବା ସ୍ବପ୍ନ ଉପରେ ଟ୍ରମ୍ପଙ୍କ ଫି ପ୍ରସ୍ତାବ ଛାଟ: ଭାରତୀୟ ହେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।