Naveen Visits Hinjili, But Villagers Remain Disappointed: ନବୀନ ଆସିଲେ, ହେଲେ ଶୁଣିଲେନି ଗ୍ରାମବାସୀଙ୍କ ଦୁଃଖ ଓ ଦୁର୍ଦ୍ଦଶା

Nov 07, 2026 - 18:29
Naveen Visits Hinjili, But Villagers Remain Disappointed: ନବୀନ ଆସିଲେ, ହେଲେ ଶୁଣିଲେନି ଗ୍ରାମବାସୀଙ୍କ ଦୁଃଖ ଓ ଦୁର୍ଦ୍ଦଶା

ବାତ୍ୟା ଅର୍ଣ୍ଣବ ଆସିଲା ସବୁ ଧୋଇନେଇ ଗଲା ।

ଧାନ ଗଲା, ପରିବା ବି ଗଲା।

ଅପେକ୍ଷା ଥିଲା ନବୀନ ଆସିବେ ଆଉ ସମସ୍ୟା ବୁଝିବେ ।

ହେଲେ, ନବୀନ ଆସିଲେ ସତ କିନ୍ତୁ ଗ୍ରାମବାସୀଙ୍କ ସହ ଆଲୋଚନା କଲେନି ।

ଖାଲି ରାସ୍ତାରେ ବୁଲି ଚାଲିଗଲେ ।

ଦୁଃଖ ଜଣାଇବାକୁ ଚାହିଁ ରହିଥିବା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବୁରୂପଡ଼ା ଅଞ୍ଚଳବାସୀ ଏବେ ହତାସ ହୋଇପଡିଛନ୍ତି ।

ସେମାନଙ୍କ ସହ ଅଧିକ ଆଲେଚନା କରିଛନ୍ତି ଆମ ବ୍ରହ୍ମପୁର ବ୍ୟୁରୋ ହେଡ୍ ଅଶୋକ ବ୍ରହ୍ମା ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।