Newborn Baby: ନାଳ ପାଖରୁ ନବଜାତ ଶିଶୁପୁତ୍ର ଉଦ୍ଧାର, ବ୍ୟାଗରେ ପୁରାଇ ଫିଙ୍ଗି ଦେଇଥିଲେ

Aug 08, 2026 - 10:44
Newborn Baby: ନାଳ ପାଖରୁ ନବଜାତ ଶିଶୁପୁତ୍ର ଉଦ୍ଧାର, ବ୍ୟାଗରେ ପୁରାଇ ଫିଙ୍ଗି ଦେଇଥିଲେ

"ରାଉରକେଲା: ଉଦିତନଗର ଶୀତପଡ଼ାର ଏକ ନାଳ ନିକଟରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଥିବା ଜଣାଯାଇଛି l କେହି ବ୍ୟାଗରେ ପୁରାଇ ଫିଙ୍ଗି ଦେଇଥିବା କୁହାଯାଉଛି।

ସ୍ଥାନୀୟ ଲୋକମାନେ ଶିଶୁପୁତ୍ରକୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ନବଜାତ ଶିଶୁକୁ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛି l ପ୍ରବଳ ବର୍ଷା ପରେ ବି ଶିଶୁଟି ବଞ୍ଚିଥିଲାlAdvertisment ପୁଲିସର ତଦନ୍ତ ଏନେଇ ପୁଲିସ ଅଧିକ ତଦନ୍ତ କରୁଛି।

Hanging Body: ହସ୍ପିଟାଲ୍ କ୍ବାର୍ଟରରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।