ଓଡ଼ିଶା: ଆଜିର ଫଟୋ ( ୧୦ ଅକ୍ଟୋବର, ୨୦୨୬ )

ଛାତ୍ର ସଂସଦ ନିର୍ବାଚନରେ ପ୍ରାର୍ଥୀପତ୍ର ନାକଚ ହେବା ପ୍ରତିବାଦରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ




ଛାତ୍ର ସଂସଦ ନିର୍ବାଚନରେ ନାମାଙ୍କନପତ୍ର ନାକଚ ହେବା ପ୍ରତିବାଦରେ ଶେଲ୍ଟର ଛକସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଏବିଭିପି ସମର୍ଥିତ ଛାତ୍ରୀଙ୍କ ବିକ୍ଷୋଭ




ପବିତ୍ର ମହାଳୟା ଅବସରରେ ପିଣ୍ଡଦାନ ଓ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରିବା ପାଇଁ ଶନିବାର ବିନ୍ଦୁସାଗରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
📲 Follow Dharitri – Odisha’s No.1 Odia Daily 📰✨
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।