ଗଜଲକ୍ଷ୍ମୀ ପୂଜାରେ ମଞ୍ଚସ୍ଥ ହେଲା ‘ଶଶୀରେଖା ହରଣ’ ନାଟକ, କାହାଣୀଙ୍କୁ ଜୀବନ୍ତ କରି କଳାକାର…

Oct 25, 2026 - 18:04
ଗଜଲକ୍ଷ୍ମୀ ପୂଜାରେ ମଞ୍ଚସ୍ଥ ହେଲା ‘ଶଶୀରେଖା ହରଣ’ ନାଟକ, କାହାଣୀଙ୍କୁ ଜୀବନ୍ତ କରି କଳାକାର…

କର୍ଲାମୁଣ୍ଡା,୨୫ା୧୦(ପ୍ରଦୀପ କୁମାର ସାହୁ): ଗଜଲକ୍ଷ୍ମୀ ପୂଜା ଅବସରରେ ଶନିବାର କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ଧରଣିପଡ଼ାଠାରେ ଖମ୍ବେଶ୍ୱରୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ‘ଶଶୀରେଖା ହରଣ’ ନାଟକ ମଞ୍ଚସ୍ଥ ହୋଇଥିଲା। ଏଥିରେ ଅନୁଷ୍ଠାନର ଝିଅପୁଅ କଳାକାରମାନେ ନିଜର ଅଭିନୟ ମାଧ୍ୟମରେ ନାଟକର କାହାଣୀକୁ ଜୀବନ୍ତ କରିଥିଲେ। ନାଟକ ଦେଖିବା ପାଇଁ ଅଞ୍ଚଳର ଦର୍ଶକଙ୍କ ଭିଡ଼ ଲାଗିଥିଲା।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।